Home Bibles ☰ Books ଯିରିମିୟ 34:10 · ଓଡ଼ିଆ ବାଇବେଲ
ଯିରିମିୟ 34:10 · ଓଡ଼ିଆ ବାଇବେଲ

ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।

Cross references

ଯାତ୍ରା ପୁସ୍ତକ 21:2

ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।

ଲେବୀୟ ପୁସ୍ତକ 25:10

ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।

ଯିଶାଇୟ 29:13

ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।

ଯିରିମିୟ 3:10

ଏସବୁ ସତ୍ତ୍ବେ ଇଶ୍ରାୟେଲର ବିଶ୍ବାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କବଳେ ଛଳନା କଲା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 26:10

ଅନନ୍ତ ରେ ଯିହୁଦାର ଅଧିପତିମାନେ ଏହିସବୁ ବିଷଯ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ବାରର ପ୍ରବେଶ ସ୍ଥାନ ରେ ବସିଲେ।

ଯିରିମିୟ 26:16

ତା'ପ ରେ ଅଧିପତିଗଣ ଓ ସମସ୍ତ ଲୋକ ଯାଜକମାନଙ୍କୁ ଓ ଭବିଷ୍ଯଦବକ୍ତାମାନଙ୍କୁ କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ନୁହେଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯିରିମିୟଙ୍କୁ ଏହିସବୁ କହିଛନ୍ତି।

ଯିରିମିୟ 36:12

ସେତବେେଳେ ସେ ସଦାପ୍ରଭୁଙ୍କ ବାକ୍ଯ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କଠାେରୀକୁ ଗଲା, ସେତବେେଳେ ସେ ସ୍ଥାନ ରେ ସମସ୍ତ ଅଧିପତି, ଯଥା : ଇଲୀଶାମା ଲେଖକ, ଶମଯିଯର ପୁତ୍ର ଦଲଯିଯ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରିଯ ଓ ହନାନିଯର ପୁତ୍ର ସିଦିକିଯ ଉପବିଷ୍ଟ ଥିଲେ।

ଯିରିମିୟ 36:24

ଆଉ ମଧ୍ଯ ରାଜା ଓ ତାଙ୍କର ଦାସଗଣ ଯେତବେେଳେ ସହେି ପୁସ୍ତକର ବାକ୍ଯ ଶୁଣିଲେ, ସମାନେେ କହେି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।

ଯିରିମିୟ 38:4

ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।

ମାର୍କଲିଖିତ ସୁସମାଚାର 6:20

ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

Interlinear

Choose Theme