ଯେତବେେଳେ ଜଣେ ମନକ୍ସ୍ଟଷ୍ଯ ନିଜର ଶତୃକକ୍ସ୍ଟ ପାଏ ସେ ତାକକ୍ସ୍ଟ ଭଲ ରେ ୟିବାକକ୍ସ୍ଟ ଦିଏ ନାହିଁ। ତା ପ୍ରତି ଉତ୍ତମ ବ୍ଯବହାର କରେ ନାହିଁ। ଏଣୁ ଆଜି ମାେ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପକ୍ସ୍ଟରସ୍କାର ଦିଅନ୍ତକ୍ସ୍ଟ।
Cross references
ମୀଖା ତା'ର ମା'କକ୍ସ୍ଟ ଥରେ କହିଲା, ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭରେି ହାଇେଥିଲା ଏବଂ କାହାକକ୍ସ୍ଟ ତୁମ୍ଭେ ଶାପ ଦେଉଥିବାର ଶକ୍ସ୍ଟଣିଲି। ସହେି ରୂପା ମାେ ପାଖ ରେ ଅଛି, ମୁ ଏହା ଦେଖିଲି।
ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।
ତା'ପରେ ଶାଉଲ ଦାଉଦଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତକ୍ସ୍ଟ ହେ ମାରେ ପକ୍ସ୍ଟତ୍ର, ଦାଉଦ, ତୁମ୍ଭେ ମହାନ କାର୍ୟ୍ଯ କରିବ ଓ ତୁମ୍ଭେ ମଧ୍ଯ ସେଥି ରେ ସଫଳ ହବେ।
ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।