Home Bibles ଯାତ୍ରା ପୁସ୍ତକ 8:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 8:15 · ଓଡ଼ିଆ ବାଇବେଲ

ଫାରୋ ହୃଦଯଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲ। ସେ ସମାନଙ୍କେ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସହେିପରି ସବୁ ଘଟିଗଲା।

Cross references

ଯାତ୍ରା ପୁସ୍ତକ 4:21

ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।

ଯାତ୍ରା ପୁସ୍ତକ 7:4

ତେଣୁ ଏହାପରେ ମୁଁ ମିଶରକୁ ବହୁତ ଦଣ୍ଡ ଦବେି। ଏବଂ ତା'ପରେ ମୁଁ ମାରେଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି।

ଯାତ୍ରା ପୁସ୍ତକ 7:13

ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 8:28

ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।

ଯାତ୍ରା ପୁସ୍ତକ 14:5

ମିଶରର ରାଜା ଖବର ପାଇଲେ ଯେ ଇଶ୍ରାୟେଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତବେେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମଦ ପରିବର୍ତ୍ତନ କଲେ। ସମାନେେ କହିଲେ, ଆମ୍ଭମାନେେ କ'ଣ? କାହିଁକି ଆମ୍ଭମାନେେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦବେୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।

ପ୍ରଥମ ଶାମୁୟେଲ 6:3

ତହିଁରେ ସମାନେେ କହିଲେ, ଯଦି ତୁମ୍ଭମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ଫରୋଇ ଦବେ, ତବେେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରକ୍ସ୍ଟ ଦୂ ରଇେ ୟିବା ପାଇଁ ଏହା ସହିତ ଉପହାର ଓ ନବୈେଦ୍ଯ ପଠାଅ। ତବେେ ତୁମ୍ଭମାନେେ ସକ୍ସ୍ଟସ୍ଥ ହବେ ଓ ପବିତ୍ର ହବେ, ଏବଂ ତୁମ୍ଭମାନେେ କଳ୍ପନା କରିବ, କାହିଁକି ପରମେଶ୍ବର ତୁମ୍ଭମାନଙ୍କୁ ଦଣ୍ତ ଦବୋ ବନ୍ଦ କଲେ ନାହିଁ।

ପ୍ରଥମ ଶାମୁୟେଲ 6:9

ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।

ପ୍ରଥମ ଶାମୁୟେଲ 6:12

ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।

ହିତୋପଦେଶ 29:1

ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।

ଉପଦେଶକ 8:11

ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

ଯିଶାଇୟ 26:10

ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।

ଯିରିମିୟ 34:7

ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।

ହୋଶେୟ 6:4

ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

ଯିଖରିୟ 7:11

କିନ୍ତୁ ସହେି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସମାନେେ ଜିଦ୍ଖୋର ହାଇେ ତାଙ୍କ ମୁହଁ ଫରୋଇଲେ ଏବଂ ତାଙ୍କ କାନ ଘୋଡାଇ ପକାଇଲେ।

ଏବ୍ରୀ 3:8

ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।

ଏବ୍ରୀ 3:15

ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:9

ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।

Interlinear

Choose Theme