Home Bibles ☰ Books ଯିରିମିୟ 19:9 · ଓଡ଼ିଆ ବାଇବେଲ
ଯିରିମିୟ 19:9 · ଓଡ଼ିଆ ବାଇବେଲ

ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'

Cross references

ଲେବୀୟ ପୁସ୍ତକ 26:29

ତୁମ୍ଭମାନେେ ଏତେ କ୍ଷୁଧିତ ହବେ ଯେ ଆପଣା ପୁତ୍ର ଓ କନ୍ଯାମାନଙ୍କର ମାଂସ ଭୋଜନ କରିବ।

ଦିତୀୟ ବିବରଣ 28:53

ତୁମ୍ଭମାନେ ବହକ୍ସ୍ଟତ ଦକ୍ସ୍ଟଃଖ କଷ୍ଟ ଭୋଗ କରିବେ। ତକ୍ସ୍ଟମ୍ଭ ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନେ ତୁମ୍ଭମାନଙ୍କୁ ଖାଦ୍ୟ ଦବେେ ନାହିଁ। ତୁମ୍ଭମାନେେ ଭୋକରେ ରହିବ। ତୁମ୍ଭମାନେେ ଏତେ ଭୋକରେ ରହିବ ଯେ ତୁମ୍ଭମାନେେ ଆପଣା ପକ୍ସ୍ଟତ୍ରକନ୍ଯାମାନଙ୍କୁ ଖାଇ ୟିବ। ସଦାପ୍ରଭୁଙ୍କ ଦତ୍ତ ତୁମ୍ଭମାନଙ୍କର ଶିଶକ୍ସ୍ଟ ସନ୍ତାନମାନଙ୍କୁ ତୁମ୍ଭମାନେେ ଭକ୍ଷଣ କରିବ।

ଦିତୀୟ ରାଜାବଳୀ 6:26

ଥରେ ଇଶ୍ରାୟେଲର ରାଜା ନଗରର ଚତୁପାଶର୍‌ବ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, ହେ ମାରେ ପ୍ରଭୁ, ମହାରାଜ! ବିନଯ କରୁଛି ମାେତେ ସାହାୟ୍ଯ କରନ୍ତୁ।

ଦିତୀୟ ରାଜାବଳୀ 25:3

ନଗର ରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରା ରେ ବଢିଗ୍ଭଲିଲା। ତେଣୁ ଦେଶୀଯ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ଯ ମିଳିଲା ନାହିଁ।

ଯିଶାଇୟ 9:20

ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।

ଯିରିମିୟ 38:9

ସେ ଯେଉଁଠା ରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସଠାେ ରେ ମଲାପରି ଅଛନ୍ତି। କାରଣ ନଗର ରେ ଆଉ ରୋଟୀ ନାହିଁ।

ଯିରିମିୟଙ୍କ ବିଳାପ 2:20

ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, କୌଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ନିହତ ହବେେ କି?

ଯିରିମିୟଙ୍କ ବିଳାପ 4:10

ସ୍ନହମେଯୀ ମାଆମାନେ ଆପଣା ପ୍ରିଯ ସନ୍ତାନମାନଙ୍କୁ ରାନ୍ଧିଲେ କାରଣ ସମାନେେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ। ଯେତବେେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।

ଯିହିଜିକଲ 5:10

ୟିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହବେ ଯେ ସମାନଙ୍କେ ମଧ୍ଯରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଚାର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶଷେ ସୀମା ରେ ଛିନ୍ନଭିନ୍ନ କରିବା।

Interlinear

Choose Theme