Home Bibles ଯିରିମିୟ 23:22 · ଓଡ଼ିଆ ବାଇବେଲ
ଯିରିମିୟ 23:22 · ଓଡ଼ିଆ ବାଇବେଲ

ସମାନେେ ଯଦି ଆମ୍ଭ ସ୍ବର୍ଗୀଯ ସଭା ରେ ଠିଆ ହଇେଥାନ୍ତେ, ତବେେ ସମାନେେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ଯ ଶୁଣାଇ ଥାଆନ୍ତେ। ଆଉ ସମାନେେ ସମାନଙ୍କେୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।

Cross references

ଯିରିମିୟ 23:18

ମାତ୍ର କୌଣସି ଭବିଷ୍ଯଦବକ୍ତା ସ୍ବର୍ଗୀଯ ସଭା ରେ ସଦାପ୍ରଭୁଙ୍କର ବାକ୍ଯ ପ୍ରତ୍ଯକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖ ରେ ଠିଆ ହାଇେ ନାହିଁ। କହେି ତାଙ୍କର ବାକ୍ଯ ମନୋୟୋଗ ସହକା ରେ ଶୁଣି ନାହିଁ।

ଯିରିମିୟ 25:5

ସହେି ଭବିଷ୍ଯଦବକ୍ତାଗଣ କହିଲେ, ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫରେ। ତାହା ହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦଇେଅଛନ୍ତି, ତାହା ମଧିଅରେ ତୁମ୍ଭମାନେେ ବାସ କରିବ।

ଯିରିମିୟ 35:15

ଆଉ ମଧ୍ଯ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସମାନେେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, 'ତୁମ୍ଭମାନେେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂ ଶାଧେନ କର ଓ ଅନ୍ୟ ଦବଗେଣର ସବୋ କରି ସମାନଙ୍କେୁ ଅନୁସରଣ କର ନାହିଁ। ତାହା ହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦଇେଅଛୁ ତହିଁରେ ତୁମ୍ଭମାନେେ ବାସ କରିବ।' ମାତ୍ର ତୁମ୍ଭମାନେେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ଯ ରେ ଅବଧାନ କରି ନାହଁ।

ଯିରିମିୟ 36:3

ମୁଁ ତାଙ୍କ ଉପରକୁ ବିପର୍ୟ୍ଯଯ ଆଣିବାର ଯୋଜନା ଶୁଣିଲା ପ ରେ ଏହା ଏପରି ହାଇପୋ ରେ, ସମାନେେ ଭୁଲ ରାସ୍ତାରୁ ଫରେି ପାରନ୍ତି ଏବଂ ତା'ପ ରେ ମୁଁ ସମାନଙ୍କେୁ କ୍ଷମା କରି ଦବେି।

ଯିହିଜିକଲ 2:7

ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।

ଯିହିଜିକଲ 3:17

ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।

ଯିହିଜିକଲ 13:22

କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।

ଯିହିଜିକଲ 18:30

ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।

ଯିଖରିୟ 1:4

ସଦାପ୍ରଭୁ ପୁଣି କହିଲେ, ତୁମ୍ଭମାନେେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭମାନେେ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର ସହେି ପୂର୍ବପୁରୁଷଗଣ ଆମ୍ଭେ ବାକ୍ଯ ଶୁଣିଲେ ନାହିଁ। ସଦାପ୍ରଭୁ ଏହିସବୁ କହନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:27

କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:18

ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।'

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:9

ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:6

ଅତଏବ ଆମ୍ଭମାନେେ ଅନ୍ୟ ଲୋକମାନଙ୍କ ଭଳି ଶାଇେ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂୟମ ଥିବା ଆବଶ୍ଯକ।

Interlinear

Choose Theme