Home Bibles ଯାତ୍ରା ପୁସ୍ତକ 29:46 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:46 · ଓଡ଼ିଆ ବାଇବେଲ

ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ତାହା ସମାନେେ ଜାଣିବେ। ସମାନଙ୍କେ ମଧିଅରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସମାନଙ୍କେୁ ବାହାର କରି ଆଣିଛୁ, ତାହା ସମାନେେ ଜାଣିବେ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର।

Cross references

ଯାତ୍ରା ପୁସ୍ତକ 6:7

ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 20:2

ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।

ଯାତ୍ରା ପୁସ୍ତକ 25:8

ପରମେଶ୍ବର ଏହା ମଧ୍ଯ କହିଲେ, ସମାନେେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ରସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ମୁଁ ସମାନଙ୍କେ ମଧିଅରେ ବାସ କରିବି।

ଲେବୀୟ ପୁସ୍ତକ 11:44

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 18:30

ଏଣୁ ତୁମ୍ଭମାନେେ ପୂର୍ବପରି ଘୃଣ୍ଯକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 19:2

ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ବର ପବିତ୍ର ଅଟୁ।

ଲେବୀୟ ପୁସ୍ତକ 26:12

ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଗମନା-ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ବର ହବୋ। ଆଉ ତୁମ୍ଭମାନେ ଆମ୍ଭର ଲୋକ ହବେ।

ଗଣନା ପୁସ୍ତକ 16:3

ସମାନେେ ଏକତ୍ର ହାଇେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ କହିଲେ, ତୁମ୍ଭମାନେେ ନିଜକୁ ବହୁତ ଗୁରୁତର ଦଖାଇେଲ। ମଣ୍ତଳୀର ପ୍ରେତ୍ୟକକ ବ୍ଯକ୍ତି ପବିତ୍ର ଓ ସଦାପ୍ରଭୁ ସମାନଙ୍କେ ମଧିଅରେ ବାସ କରୁଛନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କ ମଣ୍ତଳି ଉପରେ କାହିଁକି ପ୍ରଭୁତ୍ବ ଦଖାେଉଛ?

ପ୍ରଥମ ଶାମୁୟେଲ 10:18

ସେ ଇଶ୍ରାୟେଲବାସୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ମୁ ଇଶ୍ରାୟେଲକକ୍ସ୍ଟ ମିଶରରକ୍ସ୍ଟ ବାହାର କରି ଆଣିଲି, ମୁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରକ୍ସ୍ଟ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିଯନ୍ତ୍ରଣରକ୍ସ୍ଟ ତୁମ୍ଭକୁ ରକ୍ଷା କଲି।'

ଦିତୀୟ ବଂଶାବଳୀ 6:18

କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।

ଯିରିମିୟ 14:9

ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।

ଯିରିମିୟ 31:33

ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

ଯିହିଜିକଲ 20:5

ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତବେେଳେ ଇଶ୍ରାୟେଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପ ରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶର ରେ ସମାନଙ୍କେ ନିକଟରେ ନଜକୁ ପରିଚିତ କରାଇଲି, ମୁଁ ସମାନଙ୍କେ ଉପ ରେ ହସ୍ତ ବିସ୍ତାର କଲି ଏବଂ ସମାନଙ୍କେ ପକ୍ଷ ରେ କହିଲି, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ଯିହିଜିକଲ 34:24

ମୁଁ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହବେି ଓ ମାରେ ଦାସ ଦାଉଦ ସମାନଙ୍କେ ମଧିଅରେ ପ୍ରଭୁ ହବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

Interlinear

Choose Theme