Home Bibles ଯିଶାଇୟ 43:3 · ଓଡ଼ିଆ ବାଇବେଲ
ଯିଶାଇୟ 43:3 · ଓଡ଼ିଆ ବାଇବେଲ

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।

Cross references

ଯାତ୍ରା ପୁସ୍ତକ 10:7

ଏହାପରେ ଫାରୋଙ୍କର କର୍ମଚାରୀମାନେ ତାଙ୍କୁ କହିଲେ, କେତଦେିନ ୟାଏ ଏ ମନୁଷ୍ଯ ଆମ୍ଭମାନଙ୍କର ଫାନ୍ଦ ସ୍ବରୂପ ହାଇେଥିବ। ସମାନଙ୍କେୁ ୟିବାକୁ ଦିଅ ଏବଂ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁନାହିଁ କି ମିଶର ଧ୍ବଂସ ହେଉଅଛି ବୋଲି?

ଯାତ୍ରା ପୁସ୍ତକ 20:2

ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।

ଦିତୀୟ ବଂଶାବଳୀ 14:9

ଏହାପରେ ସରହେ ଆସାଙ୍କ ସୈନ୍ଯଦଳର ବିରୁଦ୍ଧ ରେ ଆସିଲା। ସରହେ ଇଥିଓପିଆର ମୁଖ୍ଯ ଥିଲା। ସରହେ ସହିତ ଥିବା ସୈନ୍ଯଦଳ ରେ 1,00,000 ଲୋକ ଓ 300 ରଥ ଥିଲେ। ସରହରେ ସୈନ୍ଯଦଳ ମା ରଶାେ ସହର ପର୍ୟ୍ଯନ୍ତ ମାଡ଼ିଗଲେ।

ହିତୋପଦେଶ 11:8

ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

ହିତୋପଦେଶ 21:18

ଦୁଷ୍ଟଲୋକ ଧାର୍ମିକର ମୁକ୍ତିର ମୂଲ୍ଯ ସ୍ବରୂପ, ପୁଣି ବିଶ୍ବାସଘାତକ ସରଳ ଲୋକର ବଦଳି ସ୍ବରୂପ।

ଯିଶାଇୟ 20:3

ତା'ପ ରେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ତିନିବର୍ଷ ଧରି ବିବସ୍ତ୍ର ଓ ଶୂନ୍ଯପାଦ ହାଇେ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ବରୂପ ଅଟେ।

ଯିଶାଇୟ 30:11

ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'

ଯିଶାଇୟ 41:14

ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଯିଶାଇୟ 45:14

ସଦାପ୍ରଭୁ କୁହନ୍ତି, ମିଶରର ସମ୍ପଦ, କୂଶର ବାଣିଜ୍ଯର ଲାଭ ଓ ଦୀର୍ଘକାଯ ସବାଯୀଯମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହବେେ। ସମାନେେ ତୁମ୍ଭର ଅନୁସରଣ କରିବେ। ସମାନେେ ହସ୍ତ ରେ ଶୃଙ୍ଖଳାବଦ୍ଧ ହାଇେ ଆସିବେ, ପୁଣି ସମାନେେ ତୁମ୍ଭକୁ ପ୍ରଣାମ କରିବେ ଓ ନିବଦନେ କରି କହିବେ, ପ୍ରକୃତ ରେ ଇଶ୍ରାୟେଲର ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି, ତାଙ୍କ ବିନା ଆଉ କହେି ପରମେଶ୍ବର ନାହାଁନ୍ତି ଓ ତାଙ୍କ ବ୍ଯତୀତ ଆଉ କହେି ମଧ୍ଯ ନାହାଁନ୍ତି।

ଯିଶାଇୟ 45:15

ହେ ତ୍ରାଣକର୍ତ୍ତା, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ନିଶ୍ଚଯ ଆତ୍ମା ଗୋପନକାରୀ ପରମେଶ୍ବର ଅଟ।,

ଯିଶାଇୟ 45:21

ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।

ଯିଶାଇୟ 49:26

ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

ଯିଶାଇୟ 60:16

ତୁମ୍ଭେ ଯାହା ଚାହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦବେ। ଏହା ଏକ ଶିଶୁ ପରି ହବେ ଯେ କି ଆପଣା ମା'ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ବର୍ୟ୍ଯ ପାନ କରିବ। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁଁ ତାହା ତୁମ୍ଭେ ଜାଣିବ।

ଯିଶାଇୟ 63:8

ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

ହୋଶେୟ 13:4

ମିଶର ରେ ତୁମ୍ଭମାନେେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ହାଇେ ଆସିଛୁ। ତୁମ୍ଭମାନେେ ଆମ୍ଭ ବ୍ଯତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍ଭେ ଏକମାତ୍ର ବ୍ଯକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।

ତୀତସଙ୍କ ପ୍ରତି ପତ୍ର 2:10

ଯଦି କିଏ ତର୍କବିତର୍କ କରେ, ତା' ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଚାଲୁ ରେଖ, ତା' ହେଲେ ତାହାକୁ ଆଉ ଥରେ ସତର୍କ କର।

ତୀତସଙ୍କ ପ୍ରତି ପତ୍ର 3:4

କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।

ଯିହୂଦାଙ୍କ ପତ୍ର 1:25

ସେ ଏକମାତ୍ର ପରମେଶ୍ବର। ସେ କବଳେ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ବରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍।

Interlinear

Choose Theme