Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 28:20 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:20 · ଓଡ଼ିଆ ବାଇବେଲ

ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହବୋ ପାଇଁ ଚ଼ାହିଁଲି। ଇଶ୍ରାୟେଲର ଭରସା ରେ ବିଶ୍ବାସ କରୁଥିବା ହତେୁ ମୁଁ ଆଜି ଏହି ଶିକୁଳି ରେ ବନ୍ଧା ହାଇେଛି।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 10:29

ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତି ରେ ଏଠାକୁ ଚାଲିଆସିଲି। ମାେତେ ବର୍ତ୍ତମାନ କୁହ, ତୁମ୍ଭମାନେେ ମାେତେ କାହିଁକି ଡ଼କଇେଥିଲ?

ରେରିତମାନଙ୍କ କାର୍ଯ୍ୟର ବିବରଣ 10:33

ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:33

ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:6

ସଭା ରେ ସମାନଙ୍କେ ଭିତରୁ କେତକେ ଲୋକ ସାଦ୍ଦୁକୀ ଓ ଅନ୍ୟ କେତକେ ଫାରୁଶୀ ମଧ୍ଯ ଥିଲେ। ଏହା ପାଉଲ ଜାଣିପାରିଲେ। ତେଣୁ ସେ ଖୁବ୍ ଜୋର୍ ରେ କହିଲେ, ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମାେ ପିତା ମଧ୍ଯ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ରେ ବିଶ୍ବାସ କରେ। ଏହି ବିଶ୍ବାସ ପାଇଁ ମୁଁ ଆଜି ଏଠା ରେ ଏହି ବିଚ଼ାରର ସମ୍ମୁଖୀନ ହେଉଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:15

ଏହି ବ୍ଯକ୍ତିମାନଙ୍କ ଭଳି, ମୁଁ ମଧ୍ଯ ପରମେଶ୍ବରଙ୍କଠା ରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:6

ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସହେି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମାରେଆଜି ବିଚ଼ାର ହେଉଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:29

ପାଉଲ ଉତ୍ତର ଦେଲେ, ପରମେଶ୍ବର କରନ୍ତୁ, ଶୀଘ୍ର ବା ବିଳମ୍ବ ରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମାେ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମାେ ପରି ହୁଅନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:17

ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡ଼କାଇଲେ। ସମାନେେ ଏକତ୍ରୀତ ହେଲା ପରେ ସେ ସମାନଙ୍କେୁ କହିଲେ, ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ ବା ଆମ୍ଭ ପୂର୍ବପୁରୁଷ ମାନଙ୍କ ପରମ୍ପରା ବିରୁଦ୍ଧ ରେ କିଛି କରି ନଥିଲି, ତଥାପି ମାେତେ ୟିରୂଶାଲମ ରେ ବନ୍ଦୀ କରି ରୋମୀୟମାନଙ୍କ ପାଖ ରେ ସମର୍ପିତ କରାଗଲା।

ଏଫିସୀୟଙ୍କ ପ୍ରତି ପତ୍ର 3:1

ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।

ଏଫିସୀୟଙ୍କ ପ୍ରତି ପତ୍ର 4:1

ମୁଁ ପ୍ରଭୁଙ୍କର ହାଇେ ଥିବାରୁ କାରାଗାର ରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ବର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ବରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭମାନେେ ସହେିଭଳି ଜୀବନଯାପନ କର।

ଏଫିସୀୟଙ୍କ ପ୍ରତି ପତ୍ର 6:20

ମାରେକାମ ହେଉଛି, ସୁସମାଚାର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘ ରେ ମଧ୍ଯ କରୁଅଛି। ମାେ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତବେେଳେ ସୁସମାଚାର ପ୍ରଚାର କରେ, ସେତବେେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପା ରେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:13

ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ବାସୀ ହାଇେଥିବାରୁ ବନ୍ଦୀଘ ରେ ରଖାଯାଇଛି।

କଲସୀୟଙ୍କ ପ୍ରତି ପତ୍ର 4:18

ମୁଁ ପାଉଲ, ନିଜ ହସ୍ତାକ୍ଷର ରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମାରେ ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କର ଅନୁଗ୍ରହ ରହୁ। ଆମେନ୍।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:10

ସହେି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ୟ୍ଯନ୍ତ ଆମ୍ଭକୁ ଦଖାଯାେଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠା ରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ଯୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦଖାଇେଲେ। ସୁସମାଚାର ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦଖାଇେଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:9

ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।

ଫିଲୀମୋନଙ୍କ ପ୍ରତି ପତ୍ର 1:10

ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବଦନେ କରୁଛି। ମୁଁ ବନ୍ଦୀ ଗୃହ ରେ ଥିଲା ବେଳେ ସେ ମାରେ ସନ୍ତାନ ହାଇେଥିଲା।

ଫିଲୀମୋନଙ୍କ ପ୍ରତି ପତ୍ର 1:13

ମୁଁ ବନ୍ଦୀ ଗୃହ ରେ ଥିବା ସମୟରେ ମାେତେ ସୁସମାଚାର ପାଇଁ ସାହାୟ୍ଯ କରିବ ବୋଲି ତାହାକୁ ମାେ ସହିତ ରଖିବାକୁ ଚାହୁଁଥିଲି। ମାେତେ ସାହାୟ୍ଯ କରିବା ଦ୍ବାରା ସେ ତୁମ୍ଭର ସବୋ କରିଥାଆନ୍ତା।

Interlinear

Choose Theme