Home Bibles ଯିଶାଇୟ 6:13 · ଓଡ଼ିଆ ବାଇବେଲ
ଯିଶାଇୟ 6:13 · ଓଡ଼ିଆ ବାଇବେଲ

ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।

Cross references

ଆଦି ପୁସ୍ତକ 22:18

ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।

ଦିତୀୟ ବିବରଣ 28:62

ତୁମ୍ଭମାନଙ୍କର ସଂଖ୍ଯା ତାରାମାନଙ୍କ ପରି ବହକ୍ସ୍ଟତ ହାଇେଥିବା କିନ୍ତୁ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଖକ୍ସ୍ଟବ୍ କମ ସଂଖ୍ଯକ ରହିଯିବେ। କାରଣ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯପ୍ରତି ଧ୍ଯାନ ଦଲେ ନାହିଁ।

ଏଜ୍ରା 9:2

ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।

ଏଜ୍ରା 9:8

ଆମ୍ଭମାନଙ୍କ ପରମେଶ୍ବର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସୀତ ଅବସ୍ଥା ରେ ଆମ୍ଭମାନଙ୍କୁ ନିଶ୍ଚିଚ ଆଶ୍ବାସନା ଦବେେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ରସ୍ଥାନ ରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦବୋକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ।

ଆୟୁବ ପୁସ୍ତକ 14:7

ଗୋଟିଏ ଗଛ ପାଇଁ ମଧ୍ଯ ଆଶା ଅଛି। ଯଦି ଥରେ ଏହା କଟା ହାଇୟୋଏ, ଏହା ମଧ୍ଯ ପୁଣି ବଞ୍ଚିପା ରେ। ପୁଣି ଡ଼ାଳପତ୍ର ମଲେି ଶାଖା ବୃଦ୍ଧି କରିପା ରେ।

ଯିଶାଇୟ 1:9

ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

ଯିଶାଇୟ 4:3

ସହେି ସମୟରେ ସିୟୋନ ଓ ୟିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ବତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହବେେ। ଏହା ସହେି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ବତନ୍ତ୍ର ତାଲିକା ରେ ଥିବେ ଓ ସହେି ତାଲିକାଭୁକ୍ତ ଲୋକେ କବଳେ ବଞ୍ଚି ରହିବେ।

ଯିଶାଇୟ 10:20

ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।

ଯିଶାଇୟ 10:22

ଯଦିଓ ଇଶ୍ରାୟେଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସମାନେେ ସଦାପ୍ରଭୁଙ୍କ ପାଖକୁ ଫରେି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ବଂସ ପାଇବ। ପରମେଶ୍ବର ତୁମ୍ଭର ଦେଶ ଧ୍ବଂସ ହବେ ବୋଲି ଘାଷେଣା କରିଛନ୍ତି। ତା'ପ ରେ ଧାର୍ମିକତା ନଦୀର ବନ୍ଯାଜଳ ସଦୃଶ ଦେଶମଧ୍ଯକୁ ବହି ଆସିବ।

ଯିଶାଇୟ 65:8

ସଦାପ୍ରଭୁ ଏହିକଥା କୁହନ୍ତି, ଯେତବେେଳେ ଦ୍ରାକ୍ଷାଫଳ ରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥି ରେ ଆଶୀର୍ବାଦ ଅଛି, ସହେିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।

ଯିହିଜିକଲ 6:8

କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

ମୀଖା 5:6

ସମାନେେ ସମାନଙ୍କେର ଖଡ୍ଗ ବ୍ଯବହାର କରିବେ ଓ ଅଶୂରୀଯମାନଙ୍କୁ ଶାସନ କରିବେ। ସମାନେେ ମଧ୍ଯ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତ ରେ ଖଡ୍ଗ ଧାରଣ କରି ଶାସନ କରିବେ। କିନ୍ତୁ ଇଶ୍ରାୟେଲର ଶାସକ ଯେଉଁ ଅଶୂରୀଯମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧିଅରେ ପ୍ରବେଶ କରିବେ ସମାନଙ୍କେଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରବେ।

ସିଫନିୟ 3:12

ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।

ଯିଖରିୟ 13:8

ଦେଶର ଦୁଇ ତୃତୀଯାଂଶ ଲୋକ ଚ୍ଛଦନେ ହବେେ ଓ ମୃତ୍ଯୁବରଣ କରିବେ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିବେ।

ମଲାଖୀ 2:15

ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।

ମାଥିଉଲିଖିତ ସୁସମାଚାର 24:22

ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।

ମାର୍କଲିଖିତ ସୁସମାଚାର 13:20

ସହେି ଭୟଙ୍କର ସମୟକୁ କମଇେ ଦବୋ ପାଇଁ ପରମେଶ୍ବର ସ୍ଥିର କରିଛନ୍ତି। ଯଦି ସହେି ସମୟ କମଇେ ଦିଆ ନ ୟିବ, ତବେେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟ କମଇେ ଦବେେ।

ଯୋହନଲିଖିତ ସୁସମାଚାର 15:1

ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:5

ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ରୋମୀୟଙ୍କ ପ୍ରତି ପତ୍ର 11:5

ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 11:16

ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।

ଗାଲାତୀୟଙ୍କ ପ୍ରତି ପତ୍ର 3:16

ସେ ଚୁକ୍ତିକୁ ମଧ୍ଯ ଏଡ଼ାଇ ଦଇେ ହୁଏ ନାହିଁ। ସହେିପରି ପରମେଶ୍ବର ଅବ୍ରହାମ ଓ ତାହାଙ୍କ ସନ୍ତାନଙ୍କୁ ପ୍ରତିଶୃତି ଦଇେଥିଲେ। କିନ୍ତୁ ସେ ତାହାଙ୍କର ସମସ୍ତ ବଂଶଧର ପାଇଁ ଏହି ପ୍ରତିଜ୍ଞା ଦଇେ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସହେି ବ୍ଯକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।

ଗାଲାତୀୟଙ୍କ ପ୍ରତି ପତ୍ର 3:28

ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।

Interlinear

Choose Theme