Home Bibles ☰ Books ଯିହିଜିକଲ 6:8 · ଓଡ଼ିଆ ବାଇବେଲ
ଯିହିଜିକଲ 6:8 · ଓଡ଼ିଆ ବାଇବେଲ

କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

Cross references

ନିହିମିୟା 1:8

ତୁମ୍ଭେ ଯାହା ସବୁ କହିଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଛି, ତୁମ୍ଭେ ଆଦେଶ କରିଛ ଏବଂ ତୁମ୍ଭର ଦାସ ମାଶାଙ୍କେୁ କହିଥିଲ, ଯଦି ତୁମ୍ଭମାନେେ ପାପ କର ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଛିନ୍ନଭିନ୍ନ କରିବା।

ଯିଶାଇୟ 6:13

ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।

ଯିଶାଇୟ 27:7

ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦବେେ। ଯେପରି ଲୋକମାନଙ୍କୁ ଅତୀତ ରେ ଶତ୍ରୁଗଣ ପ୍ରହାର କରନ୍ତି ସଦାପ୍ରଭୁ ସହେିପରି ପ୍ରହାର କରିବେ। ସମାନେେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସହେିପରି ସଦାପ୍ରଭୁ ନିହତ କରିବେ।

ଯିରିମିୟ 30:11

ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

ଯିରିମିୟ 44:14

ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫରେିୟାଇ ସଠାେ ରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶ ରେ ପ୍ରବାସ କରିବାକୁ ଆସିଅଛନ୍ତି, ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କହେି ଫରେିଯିବେ ନାହିଁ।

ଯିରିମିୟ 44:28

ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।

ଯିରିମିୟ 46:28

ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

ଯିହିଜିକଲ 5:2

ଆଉ ଏକ ତୃତୀଯାଂଶ ଖଡ୍ଗ ରେ କାଟ ଓ ନଗର ଚତୁର୍ଦ୍ଦିଗ ରେ ଭିଣି ଦିଅ। ଆଉ ଏକ ତୃତୀଯାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସମାନଙ୍କେୁ ଦୂର ଦେଶ ପର୍ୟ୍ଯନ୍ତ ଅନୁସରଣ କରିବା ଓ ଖଣ୍ଡା ରେ ସମାନଙ୍କେୁ ହତ୍ଯା କରିବା।

ଯିହିଜିକଲ 5:12

ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ମହାମାରୀ ରେ ଓ ଦୁର୍ଭିକ୍ଷ ରେ ନଗର ମଧିଅରେ ମରିବେ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ୟୁଦ୍ଧ ରେ ନଗର ବାହା ରେ ମୃତ୍ଯୁବରଣ କରିବେ ; ଆଉ ଅବଶିଷ୍ଟ ଏକ ତୃତୀଯାଂଶ ଛିନ୍ନଭିନ୍ନ ହବେେ। ଯେ ହତେୁ ଆମ୍ଭେ ଖଡ୍ଗ ନଇେ ଗୋଡ଼ାଇବା।

ଯିହିଜିକଲ 7:16

କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

ଯିହିଜିକଲ 12:16

କିନ୍ତୁ ମୁଁ ସମାନଙ୍କେ ମଧ୍ଯରୁ ଅଳ୍ପ କେତକଙ୍କେୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବ। ତହିଁରେ ସମାନେେ ଯେଉଁ ରାଷ୍ଟ୍ରମାନଙ୍କ ମଧିଅରେ ନିର୍ବାସିର ରୂପେ ବାସ କରିବେ, ସମାନଙ୍କେ ନିକଟରେ ନିଜର ଘୃଣ୍ଯ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପ ରେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

ଯିହିଜିକଲ 14:22

ତଥାପି ଯେଉଁ କେତଜେଣ ଅବଶିଷ୍ଟାଂଶ ରହିବେ, ସମାନେେ ସମାନଙ୍କେର ପୁତ୍ର କନ୍ଯାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ସମାନଙ୍କେର ଆଚାର ବ୍ଯବହାର ଓ କ୍ରିଯାସକଳ ଦେଖିବ। ପୁଣି ଆମ୍ଭେ ୟିରୁଶାଲମ ଉପ ରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭମାନେେ ସାନ୍ତ୍ବନା ପାଇବ।

ସିଫନିୟ 3:12

ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।

ରୋମୀୟଙ୍କ ପ୍ରତି ପତ୍ର 9:27

ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:

Interlinear

Choose Theme