ସହେି ଭୟଙ୍କର ସମୟକୁ କମଇେ ଦବୋ ପାଇଁ ପରମେଶ୍ବର ସ୍ଥିର କରିଛନ୍ତି। ଯଦି ସହେି ସମୟ କମଇେ ଦିଆ ନ ୟିବ, ତବେେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟ କମଇେ ଦବେେ।
Cross references
ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।
ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।
ସଦାପ୍ରଭୁ ଏହିକଥା କୁହନ୍ତି, ଯେତବେେଳେ ଦ୍ରାକ୍ଷାଫଳ ରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥି ରେ ଆଶୀର୍ବାଦ ଅଛି, ସହେିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
ଦେଶର ଦୁଇ ତୃତୀଯାଂଶ ଲୋକ ଚ୍ଛଦନେ ହବେେ ଓ ମୃତ୍ଯୁବରଣ କରିବେ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିବେ।
ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।
ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
ଯିହୂଦୀମାନେ ଯଦି ପୁନଃ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି, ତା' ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରି ନବେେ। ସମାନଙ୍କେୁ ନିଜ ପୂର୍ବ ସ୍ଥାନ ଦବୋ ପାଇଁ ପରମେଶ୍ବର ସମର୍ଥ ହବେେ।
ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।