Home Bibles ☰ Books ଯିଶାଇୟ 10:22 · ଓଡ଼ିଆ ବାଇବେଲ
ଯିଶାଇୟ 10:22 · ଓଡ଼ିଆ ବାଇବେଲ

ଯଦିଓ ଇଶ୍ରାୟେଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସମାନେେ ସଦାପ୍ରଭୁଙ୍କ ପାଖକୁ ଫରେି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ବଂସ ପାଇବ। ପରମେଶ୍ବର ତୁମ୍ଭର ଦେଶ ଧ୍ବଂସ ହବେ ବୋଲି ଘାଷେଣା କରିଛନ୍ତି। ତା'ପ ରେ ଧାର୍ମିକତା ନଦୀର ବନ୍ଯାଜଳ ସଦୃଶ ଦେଶମଧ୍ଯକୁ ବହି ଆସିବ।

Cross references

ଆଦି ପୁସ୍ତକ 18:25

ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

ପ୍ରଥମ ରାଜାବଳୀ 4:20

ଇଶ୍ରାୟେଲ ଓ ଯିହୁଦା ରେ ବହୁ ଲୋକ ଥିଲେ। ସମାନେେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅକଳନ ଥିଲେ। ମାତ୍ର ସମାନେେ ୟଥେଷ୍ଟ ଖାଦ୍ୟ ପାନୀଯ ସହିତ ସୁଖ ରେ କାଳାତିପାତ କରୁଥିଲେ।

ଦିତୀୟ ରାଜାବଳୀ 19:31

ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।

ଯିଶାଇୟ 6:11

ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

ଯିଶାଇୟ 6:13

ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।

ଯିଶାଇୟ 8:8

ସହେି ଜଳରାଶି ଯିହୁଦା ପର୍ୟ୍ଯନ୍ତ ମାଡ଼ିୟିବ ଓ ଯିହୁଦାର କଣ୍ଠ ପର୍ୟ୍ଯନ୍ତ ବ୍ଯାପିବ। ପରିଶଷେ ରେ ତା'କୁ ବୁଡ଼ାଇ ଦବେ।

ଯିଶାଇୟ 27:10

ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।

ଯିଶାଇୟ 28:15

ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'

ଯିଶାଇୟ 28:22

ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।

ଯିଶାଇୟ 37:31

ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସମାନେେ ବୃକ୍ଷପରି ତଳକୁ ଚରେ ମାଡ଼ିବେ ଓ ଉପ ରେ ଫଳ ଫଳିବେ।

ଯିଶାଇୟ 59:20

ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧିଅରେ ଯେଉଁମାନେ ଅଧର୍ମରୁ ଫରନ୍େତି, ସମାନଙ୍କେ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।

ଯିରିମିୟ 3:14

ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ବାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ଯରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା।

ଯିରିମିୟ 44:28

ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।

ଦାନିଏଲ 9:27

ତା' ପ ରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ୟ୍ଯନ୍ତ ଅନକେ ଲୋକଙ୍କ ସହିତ ଦୃଢ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ୟଜ୍ଞ ଓ ନବୈେଦ୍ଯ ନିବୃତ୍ତ କରାଇବ। ଆଉ ଘୃଣ୍ଯବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ବର ସହେି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।

Interlinear

Choose Theme