ମୁଁ ଏହା କହୁଛି କାହିଁକି? କାରଣ ତୁମ୍ଭମାନେେ ଯାକୁବ ବଂଶକୁ ପରିତ୍ଯାଗ କରିଛ। ତୁମ୍ଭମାନେେ ସହେି ଲୋକ ଯେଉଁମାନେ କି ପୂର୍ବଦେଶୀଯମାନଙ୍କ ଆଚାର ରେ ପରିପୂର୍ଣ୍ଣ। ତୁମ୍ଭମାନେେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ଯତବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀଯମାନଙ୍କର ସହେି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନଇେଛନ୍ତି।
Cross references
ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ଖରାପ ୟାଦୁବିଦ୍ଯା ଅଭ୍ଯାସ କରିବା ପାଇଁ ଅନୁମତି ଦବୋ ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତବେେ ତାକୁ ଜୀବିତ ରଖିବ ନାହିଁ।
ତୁମ୍ଭମାନେେ ସମାନଙ୍କେର କନ୍ଯାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ଯାଗଣ ସମାନଙ୍କେର ଦବଗେଣମାନଙ୍କର ଅନୁଗାମୀ ହାଇେଥିବେ। ସମାନେେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦବେତାମାନଙ୍କର ଅନୁଗାମୀ କରାଇ ପାରନ୍ତି।
ତୁମ୍ଭମାନେେ ଭୁତୁଡିଆ କି ଗୁଣିଆମାନଙ୍କର ଅନୁସରଣ କରନାହିଁ। ସମାନଙ୍କେ ନିକଟକୁ ଗଲେ, ସମାନଙ୍କେର ଦ୍ବାରା ଅପବିତ୍ର ହବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଯେଉଁ ଲୋକ ଭୁତୁଡିଆ ଓ ଗୁଣିଆଁମାନଙ୍କୁ ବ୍ଯଭିଚାର କରିବାକୁ ଅନୁସରଣ କରେ, ସହେି ପ୍ରଣୀ ବିରୁଦ୍ଧ ରେ ଆମ୍ଭେ ୟିବା। ଯେ ହତେୁ ସେ ଆମ୍ଭ ପ୍ରତି ଅବିଶ୍ବସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ଯରୁ ପୃଥକ୍ ରଖିବା।
ତହୁଁ ବିଲିଯମ କହିଲେ,
ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।
ସହେି ଅନ୍ୟ ଦେଶୀଯ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭମାନେେ ଦେଶରକ୍ସ୍ଟ ତଡି ଦେଉଛି। ସହେି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ୟାଦକ୍ସ୍ଟକାରୀ କଥା ଶକ୍ସ୍ଟଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଏପରି କରିବାକୁ ଦବେେ ନାହିଁ।
ସହେି ବନ୍ଦୀମାନଙ୍କ ମଧିଅରେ କୌଣସି ସକ୍ସ୍ଟନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ ରମାେସକ୍ତ ହେଲେ ଯବେେ ତାହାକକ୍ସ୍ଟ ବିବାହ କରିବାକୁ ଇଚ୍ଛା କରେ,
ସେତବେେଳେ ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କରିବ। ଏହାପରେ ଏହି ଲୋକମାନେ ଉଠିବେ। ପକ୍ସ୍ଟଣି ଯେଉଁ ଦେଶ ରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସହେି ସ୍ଥାନ ରେ ବିଦେଶୀଯ ଦବଗେଣର ଅନକ୍ସ୍ଟଗାମୀ ହାଇେ ବ୍ଯଭିଗ୍ଭର କରିବେ ଓ ଆମ୍ଭକକ୍ସ୍ଟ ତ୍ଯାଗ କରିବେ। ଆମ୍ଭେ ସମାନଙ୍କେ ସହିତ ଯେଉଁ ନିଯମ କରିଅଛକ୍ସ୍ଟ, ତାହା ଲଙ୍ଘନ କରିବେ।
ସହେି ସମୟରେ, ସମାନଙ୍କେ ଉପରେ ଆମ୍ଭର କୋରଧ ହବେ। ତେଣୁ ଆମ୍ଭେ ସମାନଙ୍କେୁ ତ୍ଯାଗ କରିବା ଓ ଆମ୍ଭେ ସମାନଙ୍କେଠାରକ୍ସ୍ଟ ଆପଣା ମକ୍ସ୍ଟହଁ ବନ୍ଦ କରିବା। ତହିଁରେ ସମାନଙ୍କେ ପାଇଁ ଭୟଙ୍କର ଅବସ୍ଥାମାନ ହବେ, ଏବଂ ସମାନେେ ବହକ୍ସ୍ଟ ସମସ୍ଯା ରେ ପଡିବେ। ତା'ପରେ ସମାନେେ କହିବେ, 'ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ନିକଟରେ ନାହାଁନ୍ତି।'
ତା'ପରେ ସମାନେେ ସମାନଙ୍କେର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ସହ ଆମ୍ଭେ କ'ଣ କରିବାକୁ ହବେ? ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକକ୍ସ୍ଟ ଫରୋଇବାକକ୍ସ୍ଟ ହବେ।
ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।
ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।
ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।
ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।
ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।
ପରମେଶ୍ବରଙ୍କର ଆତ୍ମା ଜିଖରିଯଙ୍କ ଉପରେ ଅବତରଣ କଲେ। ଯିହାୟୋଦାରଦା ଯାଜକ ଜିଖରିଯଙ୍କ ପିତା ଥିଲେ। ଜିଖରିଯ ଲୋକମାନଙ୍କ ସମ୍ମୁଖ ରେ ଛିଡ଼ା ହେଲେ ଓ କହିଲେ, ପରମେଶ୍ବର ଏହା କହନ୍ତି : ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ଯ ହବୋ ନିମନ୍ତେ ଅଗ୍ରାହ୍ଯ କରୁଛ ? ତୁମ୍ଭମାନେେ କୃତକାର୍ୟ୍ଯ ହବେ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ଯାଗ କରିଅଛନ୍ତି !'
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।
ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।
ହେ ମାରେ ପୁତ୍ର, ଅନ୍ୟ ଲୋକର ଋଣ ରେ ତୁମ୍ଭେ ମଧ୍ଯସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶାଧେ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ ?
କେତକେ ଲୋକ କୁହନ୍ତି, ଭବିଷ୍ଯତ୍ ବକ୍ତା ଓ ଗୁଣିଆ ମାନଙ୍କୁ କ'ଣ କରିବାକୁ ହବେ ପଚାର।' ଏହି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ପକ୍ଷୀପରି ଗୁଣୁଗୁଣୁ ହାଇେ ମନ୍ତ୍ର କୁହନ୍ତି, ଫଳ ରେ ଲୋକମାନେ ଭାବନ୍ତି ସମାନେେ ବହୁ ଗୋପନୀଯ ମୃତ ଓ ଜୀବିତମାନଙ୍କ ବିଷଯ ରେ ଜାଣନ୍ତି। ମାତ୍ର ମୁଁ ତୁମ୍ଭକୁ କହୁଛି ଯେ ଲୋକମାନେ ସମାନଙ୍କେର ପରମେଶ୍ବରଙ୍କୁ ସାହାୟ୍ଯ ଭିକ୍ଷା କରିବା ଉଚିତ୍। ସହେି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ମୃତ ବ୍ଯକ୍ତିଙ୍କ ବିଷଯ ରେ ପଚାରନ୍ତି। ସମାନେେ କ'ଣ ଜୀବିତମାନଙ୍କ ବିଷଯ ରେ ମୃତମାନଙ୍କଠାରୁ ଜାଣିପାରିବେ ?
ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।
ସଦାପ୍ରଭୁ ଏହିକଥା କହନ୍ତି,
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?
ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା।
ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।
ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।