Home Bibles ଦିତୀୟ ରାଜାବଳୀ 16:7 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 16:7 · ଓଡ଼ିଆ ବାଇବେଲ

ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।

Cross references

ପ୍ରଥମ ରାଜାବଳୀ 20:4

ଇଶ୍ରାୟେଲ ରାଜା ଉତ୍ତର ଦେଲେ, ହେ ମାରେ ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ଯାନୁସା ରେ ମୁଁ ଓ ମାରେ ସର୍ବସ୍ବ ଆପଣଙ୍କର।

ପ୍ରଥମ ରାଜାବଳୀ 20:32

ତହୁଁ ସମାନେେ କଟି ରେ ଅଖା ପିନ୍ଧି ଓ ମୁଣ୍ତ ରେ ରଜ୍ଜୁ ବାନ୍ଧି ଇଶ୍ରାୟେଲର ରାଜା ନିକଟକୁ ୟାଇ ବିନଯର ସହିତ କହିଲେ, ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମାେତେ ବଞ୍ଚାନ୍ତୁ।'

ଦିତୀୟ ରାଜାବଳୀ 15:29

ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 18:7

ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ ସେ ଯେ କୌଣସି କାର୍ୟ୍ଯ କଲେ ସବୁ ରେ କୃତକାର୍ୟ୍ଯ ହେଲେ।

ପ୍ରଥମ ବଂଶାବଳୀ 5:26

ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।

ଦିତୀୟ ବଂଶାବଳୀ 28:16

ସହେି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ।

ଦିତୀୟ ବଂଶାବଳୀ 28:20

ଅଶୂରୀଯ ରାଜା ତିଲ୍ଗତ-ପିଲ୍ନଷେର ଆସିଲେ ଓ ଆହସ୍ ରାଜାଙ୍କୁ ସାହାୟ୍ଯ କରିବା ପରିବର୍ତେ କଷ୍ଟ ଦେଲେ।

ଗୀତସଂହିତା 146:3

ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଯିରିମିୟ 13:21

ତୁମ୍ଭମାନେେ କ'ଣ କହିବ ଯେତବେେଳେ ସଦାପ୍ରଭୁ ସହେି ଲୋକମାନଙ୍କୁ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତି କରିବେ ଯେଉଁମାନଙ୍କୁ ତୁମ୍ଭର ମିତ୍ର ହବୋ ପାଇଁ ଶିକ୍ଷା ଦିଆୟାଇଥିଲା। ପ୍ରସବ କାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ତୁମ୍ଭମାନେେ ଅନୁଭବ କରିବ, ନୁହେଁ କି ?

ଯିରିମିୟ 17:5

ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।

ଯିରିମିୟଙ୍କ ବିଳାପ 4:17

ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।

ହୋଶେୟ 7:11

ତେଣୁ ଇଫ୍ରଯିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ୟାଇଛି। ତା'ର ଲୋକମାନେ ମିଶରକୁ ସାହାୟ୍ଯ ଭିକ୍ଷା କଲେ ଓ ଅଶୂରକୁ ସାହାୟ୍ଯ ପାଇଁ ଗଲେ।

ହୋଶେୟ 14:3

ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।

Interlinear

Choose Theme