କେତକେ ଲୋକ କୁହନ୍ତି, ଭବିଷ୍ଯତ୍ ବକ୍ତା ଓ ଗୁଣିଆ ମାନଙ୍କୁ କ'ଣ କରିବାକୁ ହବେ ପଚାର।' ଏହି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ପକ୍ଷୀପରି ଗୁଣୁଗୁଣୁ ହାଇେ ମନ୍ତ୍ର କୁହନ୍ତି, ଫଳ ରେ ଲୋକମାନେ ଭାବନ୍ତି ସମାନେେ ବହୁ ଗୋପନୀଯ ମୃତ ଓ ଜୀବିତମାନଙ୍କ ବିଷଯ ରେ ଜାଣନ୍ତି। ମାତ୍ର ମୁଁ ତୁମ୍ଭକୁ କହୁଛି ଯେ ଲୋକମାନେ ସମାନଙ୍କେର ପରମେଶ୍ବରଙ୍କୁ ସାହାୟ୍ଯ ଭିକ୍ଷା କରିବା ଉଚିତ୍। ସହେି ଆଗତ ଭବିଷ୍ଯତ କହୁଥିବା ବ୍ଯକ୍ତି ଓ ଗୁଣିଆଗଣ ମୃତ ବ୍ଯକ୍ତିଙ୍କ ବିଷଯ ରେ ପଚାରନ୍ତି। ସମାନେେ କ'ଣ ଜୀବିତମାନଙ୍କ ବିଷଯ ରେ ମୃତମାନଙ୍କଠାରୁ ଜାଣିପାରିବେ ?
Cross references
ତୁମ୍ଭମାନେେ ଭୁତୁଡିଆ କି ଗୁଣିଆମାନଙ୍କର ଅନୁସରଣ କରନାହିଁ। ସମାନଙ୍କେ ନିକଟକୁ ଗଲେ, ସମାନଙ୍କେର ଦ୍ବାରା ଅପବିତ୍ର ହବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଯେଉଁ ଲୋକ ଭୁତୁଡିଆ ଓ ଗୁଣିଆଁମାନଙ୍କୁ ବ୍ଯଭିଚାର କରିବାକୁ ଅନୁସରଣ କରେ, ସହେି ପ୍ରଣୀ ବିରୁଦ୍ଧ ରେ ଆମ୍ଭେ ୟିବା। ଯେ ହତେୁ ସେ ଆମ୍ଭ ପ୍ରତି ଅବିଶ୍ବସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ଯରୁ ପୃଥକ୍ ରଖିବା।
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।
ମାହେକ, ଭୂତକ୍ସ୍ଟଡିଯା, ଗକ୍ସ୍ଟଣୀ କି ପ୍ ରତେ ପରାମର୍ଶୀ ଲୋକ ତକ୍ସ୍ଟମ୍ଭ ମଧିଅରେ କହେି ଯେପରି ଦଖାୟିବେ ନାହିଁ।
ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, ମାେ ପାଇଁ ଏକ ସ୍ତ୍ରୀ ଲୋକ ଖାଜେ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହାଇପୋରିବ। ମୁ ଯଦି ଓ ତାକକ୍ସ୍ଟ ପଗ୍ଭରିବି ଯାହାସବୁ ଘଟିବାକକ୍ସ୍ଟ ଯାଉଛି।
ଶାଉଲ ଛଦ୍ମ ବେଶ ରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦକ୍ସ୍ଟଇଜଣ ଲୋକଙ୍କ ସହିତ ସହେି ସ୍ତ୍ରୀ ଲୋକକୁ ରାତି ରେ ଦଖାେ କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, ତୁମ୍ଭେ ମାେପାଇଁ ଗୋଟିଏ ଆତ୍ମାକକ୍ସ୍ଟ ଡାକ ୟିଏକି ଭବିଷ୍ଯତ ରେ କଣ ହବୋକକ୍ସ୍ଟ ଯାଉଛି ମାେତେ କହି ପାରିବ। ତୁମ୍ଭେ ଏକ ଆତ୍ମାକକ୍ସ୍ଟ ଆଣ ଯାହାର ନାମ ମୁ କହକ୍ସ୍ଟଛି।
ସ୍ତ୍ରୀ ଲୋକଟି କହିଲା, ମୁ କାହାକକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଉଠାଇ ଆଣିବି। ସେ କହିଲେ, ମାେ ପାଖକକ୍ସ୍ଟ ଶାମୁୟେଲଙ୍କୁ ଉଠାଇ ଆଣ।
ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ତୁମ୍ଭକୁ ପରିତ୍ଯାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷ ରେ ଅଛନ୍ତି। ତେଣୁ ତୁମ୍ଭେ ମାେତେ କାହିଁକି ବ୍ଯସ୍ତ କରୁଅଛ?
ମାତ୍ର ସଦାପ୍ରଭୁଙ୍କ ଦୂତ ତୀଶ୍ବୀଯ ଏଲିଯଙ୍କୁ କହିଲେ, ୟାଅ, ଶମରିଯା ରାଜାଙ୍କର ଦୂତମାନଙ୍କୁ ଭଟେ ଓ ସମାନଙ୍କେୁ କୁହ, 'ଇଶ୍ରାୟେଲ ରେ କ'ଣ ଇଶ୍ରାୟେଲର ପରମେଶ୍ବର ନାହାଁନ୍ତି ଯେ, ତୁମ୍ଭମାନେେ ଇକୋର୍ଣର ଦବେତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ?
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।
ଆହୁରି ଯୋଶିୟଯ ଯେପରି ସଦାପ୍ରଭୁଙ୍କ ମନ୍ଦିର ରେ ହିଲକିଯ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ଯବସ୍ଥାର ସମସ୍ତ ବାକ୍ଯ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ୟିରୁଶାଲମ ଦ୍ବାରା ଆରାଧନା କରୁଥିବ। ଯେଉଁ ସମସ୍ତ ମାଧ୍ଯମଗୁଡିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣା ଯୋଗ୍ଯ ବସ୍ତୁ ଦଖାଗେଲା ସେ ତାହା ସବୁ ଦୂର କଲେ।
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।
ମନଃଶି ମଧ୍ଯ ନିଜ ପୁତ୍ରକୁ ବନ୍େ-ହୋନ୍ନୋମ ଉପତ୍ୟକା ରେ ବଳିରୂପେ ଜ୍ବଳାଇଲେ। ମନଃଶି କୁହୁକ ବିଦ୍ଯା, ଭବିଷ୍ଯତ କହିବା ଓ ଅଲୌକିକ କାର୍ୟ୍ଯ କଲେ ଏବଂ ସେ ମଧ୍ଯ ୟାଦୁବିଦ୍ଯା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି ମହିଥିଲେ, ମନଃଶି ସହେିପରି ଅନକେ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କୋରଧାନ୍ବିତ କଲା।
ଏହାପରେ ପରମେଶ୍ବରଙ୍କ ଲୋକମାନେ ବାଲ୍-ପିୟୋର ସବୋ କଲେ। ସମାନେେ ଅନ୍ୟ ଦବେତାମାନଙ୍କଠାରେ ବଳି ଦିଆୟାଇଥିବା ପଶୁମାନଙ୍କର ମାଂସ ଭକ୍ଷଣ କଲେ।
ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
ଏଥି ରେ ତୁମ୍ଭେ ଅବନତ ହବେ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ବର କ୍ଷୀଣ ହବେ ଓ ତାହା ଭୂତର ସ୍ବର ତୁଲ୍ଯ ହବେ। ତୁମ୍ଭର ସ୍ବର ଧୂଳି ଉପରୁ ଫୁସଫୁସ ଶବ୍ଦ ସ୍ବର ରେ କହିଲା ପରି ହବେ।'
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
କିନ୍ତୁ ତୁମ୍ଭର ତୁମ୍ଭ ଭବିଷ୍ଯଦବକ୍ତାମାନଙ୍କର, ତୁମ୍ଭର ଦିବ୍ଯଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ବପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଚାଟୁକାରମାନଙ୍କର କିଅବା ତୁମ୍ଭର ୟାଦୁକରମାନଙ୍କର କଥା ଶୁଣିବା ଉଚିତ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, ତୁମ୍ଭେ ବାବିଲୋନର ରାଜାଙ୍କର ସବୋ କରିବା ଉଚିତ୍ ନୁହେଁ।
ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।