Home Bibles ଯିଶାଇୟ 14:2 · ଓଡ଼ିଆ ବାଇବେଲ
ଯିଶାଇୟ 14:2 · ଓଡ଼ିଆ ବାଇବେଲ

ବିଦେଶୀମାନେ ଇଶ୍ରାୟେଲର ଲୋକଙ୍କୁ ତାଙ୍କ ଦେଶ ରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇଶ୍ରାୟେଲର କ୍ରୀତଦାସ ହବେେ, କାରଣ ଅତୀତ ରେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେୁ ଶାସନ କରିବ।

Cross references

ଲେବୀୟ ପୁସ୍ତକ 25:44

ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତବେେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟଦେଶୀଯମାନଙ୍କଠାରୁ କ୍ରୀତଦାସଦାସୀ କିଣିବ।

ଏଜ୍ରା 2:65

ସମାନଙ୍କେର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିଲେ।

ଗୀତସଂହିତା 68:18

ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।

ଯିଶାଇୟ 18:7

ସହେି ସମୟରେ ଏକ ସ୍ବତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହବେ। ସହେି ନବୈେଦ୍ଯ ସହେି ଦୀର୍ଘକାଯ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନ ରେ ଲୋକମାନେ ଏହି ଦୀର୍ଘକାଯ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସମାନେେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସହେି ଦେଶ ନଦନଦୀ ଦ୍ବାରା ବିଭକ୍ତ ହାଇେଛି। ସହେି ନବୈେଦ୍ଯ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।

ଯିଶାଇୟ 49:22

ସଦାପ୍ରଭୁ, ମାରେ ପ୍ରଭୁ କୁହନ୍ତି, ଦେଖ, ଆମ୍ଭେ ଅନ୍ୟଦେଶୀଯମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ବଜା ଟକେିବା। ତାହା ହେଲେ ସମାନେେ ତୁମ୍ଭର ପୁତ୍ରଗଣଙ୍କୁ କୋଳ ରେ ଆଣିବ ଓ ତୁମ୍ଭର କନ୍ଯାଗଣ ସମାନଙ୍କେ ସ୍କନ୍ଧ ରେ ବୁହାୟିବେ।

ଯିଶାଇୟ 49:23

ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।

ଯିଶାଇୟ 60:4

ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ, ସମାନେେ ସମସ୍ତେ ଏକତ୍ରୀତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି। ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ ଓ କନ୍ଯାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।

ଯିଶାଇୟ 60:9

ପ୍ରକୃତ ରେ ଦ୍ବୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରେ ୗପ୍ୟ ଓ ସୁବର୍ଣ୍ଣ ନଇେ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ବର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇଶ୍ରାୟେଲର ପବିତ୍ରସ୍ବରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଛନ୍ତି।

ଯିଶାଇୟ 60:14

ଯେଉଁମାନେ ତୁମ୍ଭକୁ କଷ୍ଟ ଦଇେଥିଲେ ସମାନଙ୍କେର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହବେେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସମାନେେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସମାନେେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇଶ୍ରାୟେଲର ଧର୍ମସ୍ବରୂପଙ୍କର ସିୟୋନ ବୋଲି ସମ୍ ବୋଧନ କରିବେ।'

ଯିଶାଇୟ 61:5

ବିଦେଶୀଯମାନେ ତୁମ୍ଭ ମଷେପଲ ଚରାଇବା ପାଇଁ ଛିଡ଼ା ହବେେ ଓ ସମାନଙ୍କେର ସନ୍ତାନମାନେ ତୁମ୍ଭ ଶସ୍ଯକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ରେ କାର୍ୟ୍ଯ କରିବେ।

ଯିଶାଇୟ 66:12

ସଦାପ୍ରଭୁ ଏହା କୁହନ୍ତି, ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସବେକ ହବେ ଏବଂ ଗୋଟିଏ ଅଣ୍ଟା ରେ ବହନ ହବେ।

ଯିରିମିୟ 30:16

ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସମାନେେ ଗ୍ରାସିତ ହବେେ। ତୁମ୍ଭର ବିପକ୍ଷ ସମସ୍ତେ ସମାନଙ୍କେର ପ୍ରେତ୍ୟକକର ବନ୍ଦୀତ୍ବ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସମାନେେ ଲୁଣ୍ଠିତ ହବେେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ଯ ଅପହରଣ କରନ୍ତି, ଆମ୍ଭେ ସମାନଙ୍କେର ଦ୍ରବ୍ଯ ଅପହରଣ କରାଇବା।

ଯିରିମିୟ 49:2

ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।

ଦାନିଏଲ 7:18

ମାତ୍ର ପରମେଶ୍ବରଙ୍କ ପବିତ୍ର ଲୋକମାନେ ରାଜ୍ଯ ପ୍ରାପ୍ତ ହବେେ ଓ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଭୋଗ କରିବେ।'

ଦାନିଏଲ 7:25

ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।

ଯିଖରିୟ 2:13

ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

ଯିଖରିୟ 14:2

ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 15:27

ସମାନେେ ଖୁସି ରେ ଏହା କରିଛନ୍ତି। ଏହା ସମାନଙ୍କେର କର୍ତ୍ତବ୍ଯ ମଧ୍ଯ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସମାନଙ୍କେର ଜାଗତିକ ଆଶୀର୍ବାଦକୁ ବ୍ଯବହାର କରିବା ଉଚିତ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:4

କିନ୍ତୁ ସମାନେେ ଆଗ୍ରହ ପୂର୍ବକ, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ଏହି ସବୋ କାର୍ୟ୍ଯ ରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:5

ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।

ଗାଲାତୀୟଙ୍କ ପ୍ରତି ପତ୍ର 5:13

ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ଏଫିସୀୟଙ୍କ ପ୍ରତି ପତ୍ର 4:8

ପ୍ରେତ୍ୟକକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସା ରେ ସହେି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁ ହେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:9

ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:11

କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ବରଙ୍କଠାରୁ ଜୀବନୀ ଶକ୍ତି ସହେି ଦୁଇଜଣ ଭବିଷ୍ଯଦ୍ ବକ୍ତାଙ୍କ ଭିତ ରେ ପ୍ରବେଶ କଲା। ସମାନେେ ସମାନଙ୍କେର ପାଦ ରେ ଉଠି ଠିଆ ହେଲେ। ସମାନଙ୍କେୁ ଦେଖିବା ଲୋକମାନେ ବହୁତ ଭୟ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20

ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।

Interlinear

Choose Theme