Home Bibles ଯିରିମିୟ 30:16 · ଓଡ଼ିଆ ବାଇବେଲ
ଯିରିମିୟ 30:16 · ଓଡ଼ିଆ ବାଇବେଲ

ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସମାନେେ ଗ୍ରାସିତ ହବେେ। ତୁମ୍ଭର ବିପକ୍ଷ ସମସ୍ତେ ସମାନଙ୍କେର ପ୍ରେତ୍ୟକକର ବନ୍ଦୀତ୍ବ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସମାନେେ ଲୁଣ୍ଠିତ ହବେେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ଯ ଅପହରଣ କରନ୍ତି, ଆମ୍ଭେ ସମାନଙ୍କେର ଦ୍ରବ୍ଯ ଅପହରଣ କରାଇବା।

Cross references

ଯାତ୍ରା ପୁସ୍ତକ 23:22

ତାଙ୍କର ପ୍ରେତ୍ୟକକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହାସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦବେେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବି ରୋଧ କରିବେ ସେ ଆମ୍ଭର ଶତୃ ହବେ।

ଦିତୀୟ ବିବରଣ 30:7

ତବେେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତୃମାନଙ୍କୁ ଏପରି ଘଟିବ। କାରଣ ସମାନେେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି ଓ ଘୃଣା କରନ୍ତି।

ପ୍ରଥମ ଶାମୁୟେଲ 17:53

ଇଶ୍ରାୟେଲର ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇବାରକ୍ସ୍ଟ ଲେଉଟି ଆସି ସମାନଙ୍କେ ଛାଉଣୀ ଲକ୍ସ୍ଟଟ୍ କଲେ।

ଗୀତସଂହିତା 129:5

ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।

ଗୀତସଂହିତା 137:8

ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।

ହିତୋପଦେଶ 22:23

ସଦାପ୍ରଭୁ ସମାନଙ୍କେ ପକ୍ଷ ରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସମାନଙ୍କେ ଦ୍ରବ୍ଯ ଅପହରଣ କରିବେ, ସେ ସମାନଙ୍କେର ପ୍ରାଣ ଅପହରଣ କରିବେ।

ଯିଶାଇୟ 14:2

ବିଦେଶୀମାନେ ଇଶ୍ରାୟେଲର ଲୋକଙ୍କୁ ତାଙ୍କ ଦେଶ ରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇଶ୍ରାୟେଲର କ୍ରୀତଦାସ ହବେେ, କାରଣ ଅତୀତ ରେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେୁ ଶାସନ କରିବ।

ଯିଶାଇୟ 33:1

ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।

ଯିଶାଇୟ 41:11

ଦେଖ, କେତକେ ବ୍ଯକ୍ତି ତୁମ୍ଭ ଉପ ରେ କୋର୍ଧ ହାଇେଛନ୍ତି। ମାତ୍ର ସମାନେେ ଲଜ୍ଜିତ ଓ ଅପମାନିତ ହବେେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସମାନେେ ତୁଚ୍ଛ ବସ୍ତ୍ରଭଳି ବିନଷ୍ଟ ହବେେ।

ଯିଶାଇୟ 47:5

ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

ଯିଶାଇୟ 54:15

ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଏକମତ ହାଇପୋରନ୍ତି, କିନ୍ତୁ ସମାନେେ ମାେ ପ୍ରତି ଯେ କହେି ତୁମ୍ଭ ବିରୁଦ୍ଧ ରେ ୟାଏ, ସେ ସମାନଙ୍କେ ପତିତକୁ ବହନ କରିବେ।

ଯିଶାଇୟ 54:17

ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

ଯିରିମିୟ 2:3

ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲର ଲୋକମାନେ ପବିତ୍ର। ସମାନେେ ସଦାପ୍ରଭୁଙ୍କର ପ୍ରଥମ ସଂଗୃହିତ ଫଳ। ଯେଉଁମାନେ ସମାନଙ୍କେୁ ଗ୍ରାସ କରନ୍ତି ସମାନେେ ଦୋଷୀ ଗଣାଯିବେ ଓ ସମାନଙ୍କେ ପ୍ରତି ଅମଙ୍ଗଳ ଘଟିବ।' ଏହା ସଦାପ୍ରଭୁ କହନ୍ତି

ଯିରିମିୟ 10:25

ଯଦି ତୁମ୍ଭେ ଆପଣା କୋପ ଢ଼ାଳୁଅଛ, ତବେେ ଅନ୍ୟଦେଶୀଯମାନଙ୍କ ଉପ ରେ ଢ଼ାଳିଦିଅ। କାରଣ ସମାନେେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମ ରେ ପ୍ରାର୍ଥନା କରନ୍ତି ନାହିଁ। ସମାନେେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ସମାନେେ ଇଶ୍ରାୟେଲ ବଂଶକୁ ବିନାଶ କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛନ୍ନ କରିଛନ୍ତି।

ଯିରିମିୟ 12:14

ସଦାପ୍ରଭୁ ଏହା କହନ୍ତି, ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ର ରେ ଇଶ୍ରାୟେଲୀୟମାନଙ୍କୁ ଦଇେଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସମାନଙ୍କେୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସମାନଙ୍କେ ମଧ୍ଯରୁ ଯିହୁଦାର ଘରକୁ ହଟଇେ ଦବୋ।

ଯିରିମିୟ 25:12

ପୁଣି ସଦାପ୍ରଭୁ କହନ୍ତି, ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସହେି ଗୋଷ୍ଠୀକି ଓ କଲଦୀଯମାନଙ୍କ ଦେଶକୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ ଓ ତାହାକୁ ସଦାକାଳ ଧ୍ବଂସସ୍ଥାନ କରିବା।

ଯିରିମିୟ 25:26

ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣଙ୍କ ପ ରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ଯକୁ ପାନ କରାଇଲା ପ ରେ ଶେଶକର ରାଜା ଏହି ପାତ୍ରରୁ ପାନ କରିବେ।

ଯିରିମିୟ 50:7

ଯେଉଁମାନେ ସମାନଙ୍କେୁ ପାଇଲେ, ସମାନଙ୍କେୁ ଗ୍ରାସ କରିଅଛନ୍ତି। ସମାନଙ୍କେର ଶତ୍ରୁମାନେ କହିଲେ, 'ଆମ୍ଭମାନେେ କୌଣସି ପାପ କରି ନାହୁଁ।' କାରଣ ସମାନେେ ସଦାପ୍ରଭୁଙ୍କର ବିରୁଦ୍ଧ ରେ ପାପ କରିଅଛନ୍ତି, ସମାନଙ୍କେର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପ ରେ ସମାନଙ୍କେର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।

ଯିରିମିୟ 50:17

ଇଶ୍ରାୟେଲ ଚ୍ଛିନ୍ନଭିନ୍ନ ହାଇେଥିବା ମଷେ ସ୍ବରୂପ ସେ ସିଂହମାନଙ୍କ ଦ୍ବାରା ବିତାଡ଼ିତ ହାଇେଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶଷେ ରେ ବାବିଲର ରାଜା ନବୂଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।

ଯିରିମିୟ 50:28

ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସ୍ଯୋନକୁ ଚାଲି ଯାଉଥିଲେ, ସମାନେେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କର ପ୍ରତି ଶାଧେ ନବୋର ସମୟ ଆସିୟାଇଛି। କଲଦୀଯମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ବଂସ କରୁଛନ୍ତି।

ଯିରିମିୟ 50:33

ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଉଭୟ ଇଶ୍ରାୟେଲ ଓ ଯିହୁଦାର ପୁତ୍ରଗଣ ଅତ୍ଯାଚାରିତ ହାଇେଛନ୍ତି। ଯେଉଁ ଶତ୍ରୁଗଣ ସମାନଙ୍କେୁ ବନ୍ଦୀ କରି ନେଲେ ସମାନେେ ସମାନଙ୍କେୁ ଦୃଢ଼ ହସ୍ତ ରେ ଧରି ରଖିଲେ, ଛାଡ଼ିଲେ ନାହିଁ।

ଯିରିମିୟ 51:34

ସିୟୋନର ଲୋକମାନେ କହିବେ, ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ଯପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ଯ ରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦଇେଅଛି।

ଯିରିମିୟଙ୍କ ବିଳାପ 1:21

ମାେ କଥା ଶୁଣ, ମୁଁ ବିଳାପ କରୁଛି। ମାେତେ ସାନ୍ତ୍ବନା ଦବୋକୁ କହେି ନାହିଁ। ମାରେ ଶତ୍ରୁମାନେ ମାରେ ବିପଦକଥା ଶୁଣି ଆନନ୍ଦିତ। ସମାନେେ ଖୁସି, କାରଣ ତୁମ୍ଭେ ମାେ ପ୍ରତି ତାହା ଘଟାଇଛ। ତୁମ୍ଭେ କହିଥିଲ ଏକ ସମୟରେ ମାରେ ଶତ୍ରୁମାନେ ଦଣ୍ଡିତ ହବେେ। ବର୍ତ୍ତମାନ ସମାନଙ୍କେୁ ମାେ ତୁଲ୍ଯ କରନ୍ତୁ।

ଯିରିମିୟଙ୍କ ବିଳାପ 1:22

ଆଉ ଦେଖ, ମାରେ ଶତ୍ରୁଗଣ କିପରି ଦୁଷ୍ଟତା ରେ ପରିପୂର୍ଣ୍ଣ । ମାରେ ଅଧର୍ମ ଯୋଗୁଁ ମାେ' ପ୍ରତି ଯେଉଁପରି ବ୍ଯବହାର କରିଥିଲ, ସମାନଙ୍କେ ପ୍ରତି ସହେି ପ୍ରକାର କର। କାରଣ ମୁଁ ଅନକେଥର ବିଳାପ କରୁଛି ଓ ମାରେ ହୃଦଯ ମୂର୍ଚ୍ଛିତ ହାଇେଅଛି।

ଯିରିମିୟଙ୍କ ବିଳାପ 4:21

ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।

ଯିହିଜିକଲ 25:3

ଏବଂ ଅମ୍ ନୋନ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ସଦାପ୍ରଭୁ, ମାରେ ପ୍ରଭୁଙ୍କର ବାକ୍ଯ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇଶ୍ରାୟେଲ ଦେଶ ଧ୍ବଂସିତ ହେଲା ବେଳେ ଓ ୟିହୁଦୀଯ ଲୋକମାନେ ନିର୍ବାସିତ ହେଲେ।

ଯିହିଜିକଲ 26:2

ହେ ମନୁଷ୍ଯ ପୁତ୍ର, କାରଣ ସୋର ୟିରୁଶାଲମର ଦୁର୍ଭାଗ୍ଯ ସମୟରେ ଏହା କହି ପରିହାସ କରିଛି, କହିଛି : 'ଜଯଧ୍ବନି ରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମାେ ପାଇଁ ଖାଲିେ ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।

ଯିହିଜିକଲ 29:6

ତେଣୁ ମୁଁ ଯେ ସଦାପ୍ରଭୁ ଅଟେ ଏହା ମିଶର ନିବାସୀ ସମସ୍ତେ ଜାଣିବେ। 'କାରଣ ସମାନେେ ଇଶ୍ରାୟେଲ ବଂଶ ପ୍ରତି ଏକ ନାଳର ଆଶାବାଡ଼ି ହାଇେଅଛନ୍ତି।

ଯିହିଜିକଲ 35:5

କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ଦୁର୍ଦ୍ଦିନ, ସମୟରେ ଖଡ୍ଗ ରେ ହତ୍ଯା କର, ଯେତବେେଳେ ସମାନଙ୍କେର ଦୋଷ ସର୍ବୋଚ୍ଚ ହେଲା।'

ଯୋୟେଲ 3:8

ତୁମ୍ଭମାନଙ୍କର ପୁତ୍ର କନ୍ଯାମାନଙ୍କୁ ଯିହୁଦାର ଲୋକମାନଙ୍କୁ ବିକ୍ରୀ କରିବା। ତେଣୁ ସମାନେେ ସହେି ସନ୍ତାନମାନଙ୍କୁ ଦୂର ଦେଶୀଯ ଶୀବାଯୀଯ ଲୋକମାନଙ୍କୁ ବିକ୍ରୀ କରିବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।

ମୀଖା 4:11

ତୁମ୍ଭ ବିରୁଦ୍ଧ ରେ ବହୁ ଗୋଷ୍ଠୀ ଲଢିବାକୁ ଆସିଛନ୍ତି। ସମାନେେ କୁହନ୍ତି, ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦବେୁ।

ମୀଖା 7:10

ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।

ନାହୂମ 1:8

କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।

ହବକକୂକ 2:16

କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍ଭେ ସମ୍ମାନ ବଦଳ ରେ ଅପମାନ ରେ ପରିପୂର୍ଣ୍ଣ ହବେ।

ସିଫନିୟ 2:8

ସଦାପ୍ରଭୁ କୁହନ୍ତି, ଆମ୍ଭେ ଶୁଣିଛୁ ମାଯାେବ ଓ ଅମ୍ମାନରେ ଲୋକମାନେ କ'ଣ କହିଲେ। ସହେି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସମାନେେ ନିଜର ରାଜ୍ଯକୁ ବଢାଇବା ପାଇଁ ସମାନଙ୍କେର ଜମି ସବୁ ଅକ୍ତିଆର କଲେ।

ଯିଖରିୟ 1:14

ତା'ପ ରେ ସ୍ବର୍ଗଦୂତ ୟିଏ ମାେ ସଙ୍ଗ ରେ କଥା କହୁଥିଲେ, କହିଲେ, ମାରେ ଏହି ବାକ୍ଯ ଘାଷେଣା କର।

ଯିଖରିୟ 1:15

ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ଯନ୍ତ କ୍ଷୁବ୍ଧ ଥିଲୁ। କାରଣ ସମାନେେ ବିପର୍ୟ୍ଯଯକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।

ଯିଖରିୟ 2:8

ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।

ଯିଖରିୟ 2:12

ସହେି ପବିତ୍ର ଭୂମିରେ ଯିହୁଦା ପରମେଶ୍ବରଙ୍କର ଅଂଶ ହବେ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂପେ ବାଛିବେ।

ଯିଖରିୟ 12:2

ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।

Interlinear

Choose Theme