Cross references
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।
ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?
ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।
ଏହା ଛଡା ସମାନଙ୍କେ ଦାସଦାସୀ 7,337 ଜଣ ଥିଲେ। ସମାନଙ୍କେର 24
ଆଗେ ଆଗେ ଗାଯକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ଯକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ଯାଗଣ ତୁମ୍ବୁରା ବଜାଉଛନ୍ତି।
ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।
ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାଯକ ଓ ଗାଯିକା ଆଉ ମନୁଷ୍ଯ ତୁଷ୍ଟିକାରିଣୀ ଅନକେ ଉପପତ୍ନୀ ପାଇଲି।
ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।