Home Bibles ଲେବୀୟ ପୁସ୍ତକ 25:44 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:44 · ଓଡ଼ିଆ ବାଇବେଲ

ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତବେେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟଦେଶୀଯମାନଙ୍କଠାରୁ କ୍ରୀତଦାସଦାସୀ କିଣିବ।

Cross references

ଯାତ୍ରା ପୁସ୍ତକ 12:44

କିନ୍ତୁ ପ୍ରେତ୍ୟକକ ଲୋକର ଦାସ ୟିଏ କିଣା ହାଇେଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହାଇେଥାଏ।

ଗୀତସଂହିତା 2:8

ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।

ଯିଶାଇୟ 14:1

ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।

ଯିଶାଇୟ 14:2

ବିଦେଶୀମାନେ ଇଶ୍ରାୟେଲର ଲୋକଙ୍କୁ ତାଙ୍କ ଦେଶ ରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇଶ୍ରାୟେଲର କ୍ରୀତଦାସ ହବେେ, କାରଣ ଅତୀତ ରେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେୁ ଶାସନ କରିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:26

ଯେ ବିଜଯୀ ହୁଏ ଓ ଶଷେପର୍ୟ୍ଯନ୍ତ ମାେ ଇଚ୍ଛା ଅନୁଯାଯୀ କାର୍ୟ୍ଯ ରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦବେି।

Interlinear

Choose Theme