ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।
Cross references
ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।
ମାତ୍ର ଯହେୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷପେ କଲେ ଓ ଏହା ୟୋରାମଙ୍କ ପୃଷ୍ଠ ଦେଶ ରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦଯକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡିଗଲେ।
ଆହାବଙ୍କର ସତୁରି ପୁତ୍ର ଶମରିଯା ରେ ଥିଲେ। ଯହେୂ ଶମରିଯା ରେ ୟିଷ୍ରିଯଲରେ ଅଧ୍ଯକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା:
ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।
ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।
ତେଣୁ ଯହେୂ ୟିଷ୍ରିଯଲେ ରେ ବାସ କରୁଥିବା ଆହାବ୍ଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ ଆତ୍ମୀଯ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବ୍ଙ୍କ ଲୋକରୁ କହେି ଜଣେ ହେଲେ ଜୀବିତ ଛଡାଗଲା ନାହିଁ।
ଯହେୂ ଶମରିଯାକୁ ଆସି ଆହାବ୍ଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିଯଙ୍କୁ କହିବାନୁସା ରେ ଯହେୂ ସେ ସମସ୍ତଙ୍କୁ ହତ୍ଯା କଲେ।
ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।
ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।
ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।
କିନ୍ତୁ ଏହି ନେତାମାନେ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲେ। ସମାନେେ ସହେି ଲୋକମାନଙ୍କର ମିଥ୍ଯା ଦବେତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ବର ସମାନଙ୍କେ ସମ୍ମୁଖ ରେ ନଷ୍ଟ କରିଥିଲେ।
ମାତ୍ରସମାର ପ୍ରଭୁ ପରଲମଶ୍ବର ଏକ ଚିହ୍ନସଦଖାଇଲବ।
ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧ ରେ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭର ମଷେପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦଇେଅଛ ଓ ସମାନଙ୍କେର ଯତ୍ନ ନଇେ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ଯ ଦବୋ। ଏହା ସଦାପ୍ରଭୁ କହନ୍ତି।
ସମାନେେ ତାକୁ ଧର୍ଷଣ କଲେ, ସମାନେେ ତା'ର ପୁତ୍ର କନ୍ଯାଗଣକୁ ନଇଗେଲେ। ସମାନେେ ସମାନଙ୍କେୁ ଖଡ୍ଗ ରେ ହତ୍ଯା କଲେ। ଏବଂ ସେ ସ୍ତ୍ରୀମାନଙ୍କ ମଧିଅରେ ଉପହାସର ବିଷଯ ହେଲା। କାରଣ ଅଶୂରୀଯ ଲୋକମାନେ ତାକୁ ବଦନୋପୂର୍ଣ୍ଣ ଦଣ୍ଡ ଦେଲେ।
ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା'ର ପାନପାତ୍ର ତୁମ୍ଭ ହସ୍ତ ରେ ଦବେି।
ତା'ପ ରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍ଭେ ଏଣିକି ଇଶ୍ରାୟେଲ ଜାତିକୁ ଆଉ ଦୟା ଦଖାଇବୋ ନାହିଁ। ଆମ୍ଭେ ସମାନଙ୍କେୁ କ୍ଷମା ଦବୋ ନାହିଁ।
ତା'ପ ରେ ସଦାପ୍ରଭୁ କହିଲେ, ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭମାନେେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ବର ନୁହଁ।
ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା। ସଦାପ୍ରଭୁ ଏହା କହିଲେ।
ପୃଥିବୀ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ୟିଷ୍ରିଯଲରେ ଗ୍ଭହିଦା ପୂରଣ କରିବ।
ଏହି ଲୋକମାନେ ମାରେ ପରମେଶ୍ବରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସମାନଙ୍କେ କଥା ଶୁଣିବେ ନାହିଁ। ସମାନେେ ବସହରା ହାଇେ ୟାୟାବର ପରି ଏଣତେଣେେ ଦେଶର ସବୁଆଡେ ବୁଲିବେ।
ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।
ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।
ଏହା ଶୁଣି ଜିଖରିୟ ଲେଖିବା ପାଇଁ ସମାନଙ୍କେୁ ଏକ ଲୋଖାଫଳକ ମାଗି ସେଥି ରେ ଲେଖିଲେ, ତା'ର ନାମ ଯୋହନ।
ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)