ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।
Cross references
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।
ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?
ନାହିଁ, ନାହିଁ, ମାରେ ପକ୍ସ୍ଟତ୍ରମାନେ, ମୁ ଯେଉଁ ଜନରବ ଶକ୍ସ୍ଟଣକ୍ସ୍ଟଅଛି, ଭଲ ନକ୍ସ୍ଟ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।
ତଥାପି ନବାଟ୍ଙ୍କ ପୁତ୍ର ୟାରବିଯାମ ଦ୍ବାରା ଇଶ୍ରାୟେଲଯମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ଯ ସହେି ପାପଗୁଡିକୁ ଆସକ୍ତି ହେଲେ। ୟାରବିଯାମ ଏହି ପାପଗୁଡିକୁ ବନ୍ଦ କଲେ ନାହିଁ।
ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ନବାଟଙ୍କ ପୁତ୍ର ୟାରବିଯାମ ଦ୍ବାରା ପାପକୁ ସେ ଅନୁସରଣ କଲେ, ଯାହା ସେ ଇଶ୍ରାୟେଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ।
ଇଶ୍ରାୟେଲର ରାଜା ୟୋଯାଶ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ନବାଟଙ୍କ ପୁତ୍ର ୟାରବିଯାମ, ଇଶ୍ରାୟେଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରୁଥିଲେ ସହେି ସମାନ ପାପ ଅନୁସରଣ କଲେ ୟିଏ ଇଶ୍ରାୟେଲ ପାପର କାରଣ ହେଲା।
ସଦାପ୍ରଭୁଙ୍କ ଦୃଷ୍ଟି ରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ୟାରବିଯାମ ଯେଉଁ ପାପ ନିଜେ କରିଥିଲେ, ତାହା ଇଶ୍ରାୟେଲୀୟମାନଙ୍କୁ ମଧ୍ଯ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ।
ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ।
ପୁଣି ସଦାପ୍ରଭୁ ଦୃଷ୍ଟି ରେ ଯାହାସବୁ ପାପ ଓ ଘୃଣ୍ଯ, ସେସବୁ କର୍ମ କରି ଚାଲିଲେ। ସେ କବେେ ହେଲେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ କରାଇଥିଲେ।
ପକହିଯ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯ କଲେ। ସେ ପାପଗୁଡିକ କାର୍ୟ୍ଯରୁ ବିମୁଖ ହେଲେ ନାହିଁ, ଯାହା ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ।
ପକହେ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲନୋହିଁ। ଆଉ ସେ ମଧ୍ଯ ନବାଟଙ୍କ ପୁତ୍ରପରି ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଲେ।
ତେଣୁ ଇଶ୍ରାୟେଲୀମାନେ ୟାରବିଯାମଙ୍କ କୃତ ସମସ୍ତ ପାପ କଲେ। ସମାନେେ ତାଙ୍କ ସହେି ପାପଗୁଡିକ କରିବାରୁ ବିମୁଖ ହେଲେ ନାହିଁ।
ହେ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ ହେଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କଲେ। ପରମେଶ୍ବର କହନ୍ତି, 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପ ରେ ଅତ୍ଯନ୍ତ କୋର୍ଧାନ୍ବିତ।' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ତିତ ହବେେ।
ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।
ବର୍ତ୍ତମାନ ଇଶ୍ରାୟେଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସମାନେେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପା ରେ ତିଆରି କରନ୍ତିଏବଂ ସହେି ଲୋକମାନେ ସହେି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସମାନେେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସହେି ସୁବର୍ଣ୍ଣ ନିର୍ମିତ ବାଛୁରୀଗୁଡିକୁ ଚୁମ୍ବନ କରନ୍ତି।
ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?
କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।
ସଯଲତଲବଲଳ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲଲ,ସସ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲଲ ଓ ସଂମ୍ପର୍କ ରଖିଥିଲଲ। ମାତ୍ରସଯଲତଲବଲଳ ଯାକୁବଙ୍କ ନିକଟରୁସକଲତକ ଯିହୂଦୀଲଲାକ ଆସିଲଲ,ସସମାଲନ ଆସିଲା ପଲର ପିତର ଅଣଯିହୂଦୀଲଲାକଙ୍କ ସହିତ ଖିଆପିଆ ବନ୍ଦ କରିସଦଲଲ, ଓସସମାନଙ୍କଠାରୁ ଦୂରସର ରହିଲଲ। ସୁନ୍ନତସହବା କଥାସର ବିଶ୍ବାସ କରୁଥିବାସଲାକମାନଙ୍କ ଭୟସର ପିତର ଏପରି ଆଚରଣ କଲଲ।