Home Bibles ☰ Books ଯିଶାଇୟ 8:3 · ଓଡ଼ିଆ ବାଇବେଲ
ଯିଶାଇୟ 8:3 · ଓଡ଼ିଆ ବାଇବେଲ

ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।

Cross references

ବିଚାରକର୍ତାମାନଙ୍କ ବିବରଣ 4:4

ସହେି ସମୟରେ ଦାବୋରା ନାମକ ଜଣେ ଭବିଷ୍ଯତ୍ବକ୍ତି ଥିଲେ। ସେ ଲପ୍ପୀଦୋତର ସ୍ତ୍ରା ଥିଲେ। ସେ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଚାରପତି ହେଲେ।

ଦିତୀୟ ରାଜାବଳୀ 22:14

ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

ଯିଶାଇୟ 7:13

ତା'ପସର ଯିଶାଇୟ କହିଲଲ, ସହ ଦାଉଦଙ୍କର ବଂଶ! ସାବଧାନସହାଇ ଶୁଣ। ତୁମ୍ଲଭମାଲନ ତୁଚ୍ଛମାନବର ର୍ଧୈୟ୍ଯକୁ ପରୀକ୍ଷା କରିଛସବାଲିସମାର ପ୍ରଭୁ ପରଲମଶ୍ବରଙ୍କ ର୍ଧୈୟ୍ଯକୁ ପରୀକ୍ଷା କରିପାରିବ ନାହିଁ।

ହୋଶେୟ 1:3

ତେଣୁ ହାେେଶୟ ଦିବ୍ଲାଇମଙ୍କ କନ୍ଯା ଗୋମରଙ୍କୁ ବିବାହ କଲେ। ଗୋମର ଗର୍ଭବତୀ ହେଲେ ଏବଂ ହାେେଶୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ।

ହୋଶେୟ 1:4

ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।

Interlinear

Choose Theme