Home Bibles ☰ Books ଲୂକଲିଖିତ ସୁସମାଚାର 1:63 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:63 · ଓଡ଼ିଆ ବାଇବେଲ

ଏହା ଶୁଣି ଜିଖରିୟ ଲେଖିବା ପାଇଁ ସମାନଙ୍କେୁ ଏକ ଲୋଖାଫଳକ ମାଗି ସେଥି ରେ ଲେଖିଲେ, ତା'ର ନାମ ଯୋହନ।

Cross references

ହିତୋପଦେଶ 3:3

ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।

ଯିଶାଇୟ 30:8

ଏବେ ୟାଅ, ସମାନଙ୍କେ ସାକ୍ଷାତ ରେ ଏକ ଫଳକରେ ତାହା ଲେଖ। ଏକ ପୁସ୍ତକରେ ତାହା ଲିପିବଦ୍ଧ କର ଯେପରି କି ତାହା ଆସନ୍ତାକାଲି ଓ ଅନନ୍ତକାଳ ପର୍ୟ୍ଯନ୍ତ ରହିବ।

ଯିରିମିୟ 17:1

ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।

ହବକକୂକ 2:2

ସଦାପ୍ରଭୁ ମାେତେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ ଯେଉଁ ଦର୍ଶନ ଦଖାେଉଛୁ ତାହା ଗୋଟିଏ ଫଳକ ଉପ ରେ ସ୍ପଷ୍ଟ ଭାବରେ ଲେଖ ଯେପରିକି ସବୁଲୋକ ସହଜ ରେ ପଢି ପାରିବେ।

ଲୂକଲିଖିତ ସୁସମାଚାର 1:13

କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।

ଲୂକଲିଖିତ ସୁସମାଚାର 1:60

କିନ୍ତୁ ତାହାଙ୍କ ମାଆ କହିଲେ, ନା, ତା'ର ନାମ ଯୋହନ ଦିଆୟିବ।

Interlinear

Choose Theme