Home Bibles ଏବ୍ରୀ 9:10 · ଓଡ଼ିଆ ବାଇବେଲ
ଏବ୍ରୀ 9:10 · ଓଡ଼ିଆ ବାଇବେଲ

ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।

Cross references

ଯାତ୍ରା ପୁସ୍ତକ 29:4

ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।

ଯାତ୍ରା ପୁସ୍ତକ 30:19

ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାନଙ୍କେର ହାତ ପାଦ ଧୌତ କରିବେ।

ଯାତ୍ରା ପୁସ୍ତକ 40:12

ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ ତମ୍ବୁର ଦ୍ବାର ଦେଶକୁ ଆଣ। ତାଙ୍କୁ ପାଣି ରେ ସ୍ନାନ କରାଅ।

ଲେବୀୟ ପୁସ୍ତକ 11:2

ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ଯରୁ ଏହି ସମସ୍ତ ଜୀବ ଭୋଜନ କରିବ।

ଲେବୀୟ ପୁସ୍ତକ 13:58

ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।

ଲେବୀୟ ପୁସ୍ତକ 14:8

ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳ ରେ ସ୍ନାନ କରିବ, ତାଦ୍ବାରା ସେ ଶୁଚି ହବେ। ତା'ପରେ ସେ ଛାଉଣୀ ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହା ରେ ରହିବ।

ଲେବୀୟ ପୁସ୍ତକ 16:4

ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଲେବୀୟ ପୁସ୍ତକ 16:24

ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।

ଲେବୀୟ ପୁସ୍ତକ 17:15

ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।

ଲେବୀୟ ପୁସ୍ତକ 22:6

ଯଦି ସେ ସହେିସବୁ ଦ୍ରବ୍ଯ ଛୁଁଏ ତବେେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳ ରେ ନ ଧୋଇବ ପର୍ୟ୍ଯନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।

ଗଣନା ପୁସ୍ତକ 19:7

ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ତା'ପରେ ସେ ଛାଉଣୀକି ଆସିବ। ପୁଣି ଯାଜକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଦିତୀୟ ବିବରଣ 14:3

ସଦାପ୍ରଭୁଙ୍କର ଘୃଣ୍ଯଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ।

ଦିତୀୟ ବିବରଣ 21:6

ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।

ଦିତୀୟ ବିବରଣ 23:11

ମାତ୍ର ମନ୍ଧ୍ଯା ଉପସ୍ଥିତ ହେଲେ ସେ ଜଳ ରେ ସ୍ନାନ କରିବ ଓ ସୂର୍ୟ୍ଯସ୍ତ ହବୋପରେ ସେ ଛାଉଣୀ ମଧ୍ଯକକ୍ସ୍ଟ ପ୍ରବେଶ କରିବ।

ଯିହିଜିକଲ 4:14

ତା'ପ ରେ ମୁଁ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ! ଅଶୁଚି ଖାଦ୍ୟ ଖାଇବା ଦ୍ବାରା ମୁଁ ନିଜକୁ କବେେ ଅଶୁଚି କରି ନାହିଁ। ମୁଁ ବାଲ୍ଯକାଳରୁ ଆଜି ପର୍ୟ୍ଯନ୍ତ ସ୍ବଯଂମୃତ ପଶୁ, ପଚି ୟାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ବାରା ମରା ହାଇେଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାୟାଇଥିବା ମାଂସ ମାେ ପାଟି ରେ ଦଇେ ନାହିଁ।

ମାର୍କଲିଖିତ ସୁସମାଚାର 7:4

ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:13

ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।

ଗାଲାତୀୟଙ୍କ ପ୍ରତି ପତ୍ର 4:3

ଠିକ୍ ସହେିପରି ଆମ୍ଭମାନେେ ଶିଶୁଥିବା ସମୟରେ ଆମ୍ଭେ ମଧ୍ଯ ସଂସାରର ଅନୁପୟୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ।

ଗାଲାତୀୟଙ୍କ ପ୍ରତି ପତ୍ର 4:9

କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର ?

ଏଫିସୀୟଙ୍କ ପ୍ରତି ପତ୍ର 1:10

ପରମେଶ୍ବରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ସ୍ବର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ବରୂପ ହବେେ।

ଏଫିସୀୟଙ୍କ ପ୍ରତି ପତ୍ର 2:15

ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।

କଲସୀୟଙ୍କ ପ୍ରତି ପତ୍ର 2:16

ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।

କଲସୀୟଙ୍କ ପ୍ରତି ପତ୍ର 2:20

ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ :

ଏବ୍ରୀ 2:5

ଯେଉଁ ଭାବୀଜଗତ ବିଷୟ ରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ବର ଦୂତମାନଙ୍କୁ ବାଛି ନାହାନ୍ତି।

ଏବ୍ରୀ 6:2

ସେତବେେଳେ ଆମ୍ଭେ ବାପ୍ତିସ୍ମ ବିଷୟ ରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟ ରେ, ମୃତ୍ଯୁରୁ ପୁନରୁତ୍ଥିତ ହବୋ ବିଷୟ ରେ ଓ ଶଷେ ବିଚାର ବିଷୟ ରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହବୋ ଉଚିତ୍।

ଏବ୍ରୀ 6:5

ସମାନେେ ପରମେଶ୍ବରଙ୍କ କଥା ଶୁଣିଲେ ଓ ପରମେଶ୍ବରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସମାନେେ ତହିଁର ଉତ୍ତମତା ଜୀବନ ରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ଯ ସମାନେେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି।

ଏବ୍ରୀ 7:16

ସେ କୌଣସି ଗୋଷ୍ଠୀର ବ୍ଯବସ୍ଥା ଦ୍ବାରା ଯାଜକ ହାଇେ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ।

ଏବ୍ରୀ 9:1

ପ୍ରଥମ ନିୟମ ରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ଯ ଥିଲା।

ଏବ୍ରୀ 10:22

ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।

ଏବ୍ରୀ 13:9

ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।

Interlinear

Choose Theme