ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।
Cross references
ବୁକପଟା, ଏଫୋଦ, ଗୋଟିଏ ଚୋଗା, ଶୁକ୍ଲ ସୁତା ରେ ବୁଣା ୟାଇଥିବା ଚୋଗା, ପଗଡି ଓ କଟି ବନ୍ଧନ ସମାନେେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବ, ଯେଉଁଥିପାଇଁ ସମାନେେ ମାରେ ଯାଜକ ରୁପେ ସବୋ କରିବେ।
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।
ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।
ସପ୍ତମ ଦିନ ରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢି ରେ ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳ ରେ ସ୍ନାନ କରି ଶୁଚି ହବେ।
ହାରୋଣ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପୂର୍ବରୁ ପ୍ରାଯଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହାମବେଳି ରୂପେ ଏକ ମଷେଛୁଆ ପ୍ରାଯଶ୍ଚିତ ଦିନ ଉତ୍ସର୍ଗ କରିବ।
ଯଦି ସେ ସହେିସବୁ ଦ୍ରବ୍ଯ ଛୁଁଏ ତବେେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳ ରେ ନ ଧୋଇବ ପର୍ୟ୍ଯନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।
ଯେତବେେଳେ ଯାଜକମାନେ ପବିତ୍ର ଅଞ୍ଚଳ ରେ ପ୍ରବେଶ କରନ୍ତି, ସେ ସମୟରେ ସମାନେେ ସହେି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସମାନେେ ପରିଚର୍ୟ୍ଯା କରନ୍ତି ତାହାସବୁ ସଠାେ ରେ ନ ରଖିବା ପର୍ୟ୍ଯନ୍ତ ସେସବୁ ପବିତ୍ର। ଆଉ ସମାନେେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।
ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।