Home Bibles କଲସୀୟଙ୍କ ପ୍ରତି ପତ୍ର 2:20 · ଓଡ଼ିଆ ବାଇବେଲ
କଲସୀୟଙ୍କ ପ୍ରତି ପତ୍ର 2:20 · ଓଡ଼ିଆ ବାଇବେଲ

ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ :

Cross references

ଯୋହନଲିଖିତ ସୁସମାଚାର 15:19

ତୁମ୍ଭମାନେେ ଯଦି ଏ ଜଗତର ହାଇେଥାଆନ୍ତ, ତବେେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାଆନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।

ଯୋହନଲିଖିତ ସୁସମାଚାର 17:14

ମୁଁ ସମାନଙ୍କେୁ ତୁମ୍ଭର ଉପଦେଶ ଦଇେଅଛି। ଆଉ ଏହି ଜଗତର ଲୋକମାନେ ସମାନଙ୍କେୁ ଘୃଣା କରନ୍ତି। କାରଣ ସମାନେେ ଜଗତର ନୁହଁନ୍ତି ଓ ଯେପରି ମୁଁ ମଧ୍ଯ ଏହି ଜଗତରୁ ଉତ୍ପନ୍ନ ନୁହେଁ।

ରୋମୀୟଙ୍କ ପ୍ରତି ପତ୍ର 6:2

ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା' ହେଲେ ଆମ୍ଭେ ଆଉ ପାପ କରି ଚ଼ାଲିପାରିବା କି?

ରୋମୀୟଙ୍କ ପ୍ରତି ପତ୍ର 7:4

ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:3

ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।

ଗାଲାତୀୟଙ୍କ ପ୍ରତି ପତ୍ର 2:19

ମୁଁ ବ୍ଯବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ଯବସ୍ଥାସମାର ମୃତ୍ଯୁ ଘଟାଇଲା। କିନ୍ତୁ ମୁଁ ପରଲମଶ୍ବରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପଲର ମୃତ୍ଯୁଲଭାଗ କରିସାରିଛି।

ଗାଲାତୀୟଙ୍କ ପ୍ରତି ପତ୍ର 4:3

ଠିକ୍ ସହେିପରି ଆମ୍ଭମାନେେ ଶିଶୁଥିବା ସମୟରେ ଆମ୍ଭେ ମଧ୍ଯ ସଂସାରର ଅନୁପୟୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ।

ଗାଲାତୀୟଙ୍କ ପ୍ରତି ପତ୍ର 4:9

କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର ?

ଗାଲାତୀୟଙ୍କ ପ୍ରତି ପତ୍ର 6:14

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ ମାରେ ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠା ରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା ମାେ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ।

ଏଫିସୀୟଙ୍କ ପ୍ରତି ପତ୍ର 2:15

ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।

କଲସୀୟଙ୍କ ପ୍ରତି ପତ୍ର 2:8

ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।

କଲସୀୟଙ୍କ ପ୍ରତି ପତ୍ର 2:14

ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ବାରା, ଆମ୍ଭ ବିରୁଦ୍ଧ ରେ ଲଖାେ ଯାଇଥିବା ଚିଠାଟିକୁ ପରମେଶ୍ବର ବ୍ଯର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସହେି ଚିଠାକୁ ପରମେଶ୍ବର ନଇଗେଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ।

କଲସୀୟଙ୍କ ପ୍ରତି ପତ୍ର 2:16

ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।

କଲସୀୟଙ୍କ ପ୍ରତି ପତ୍ର 3:3

ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।

ଏବ୍ରୀ 13:9

ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।

ଯାକୁବଙ୍କ ପତ୍ 4:4

ଏହାଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ନିକଟରେ ବିଶ୍ବସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କହେି ଏହି ସଂସାରର ଅଂଶୀ ହବୋ ପାଇଁ ଇଚ୍ଛା କରେ, ତବେେ ସେ ନିଜକୁ ପରମେଶ୍ବରଙ୍କୁ ଶତ୍ରୁ କରି ପକାଏ।

ପିତରଙ୍କ ପ୍ରଥମ ପତ୍ 4:1

ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।

ଯୋହନଙ୍କ ପ୍ରଥମ ପତ୍ର 5:19

ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ବରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣ ରେ ଅଛି।

Interlinear

Choose Theme