ରେରିତମାନଙ୍କ କାର୍ଯ୍ୟର ବିବରଣ 10:13 · ଓଡ଼ିଆ ବାଇବେଲ
ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।
Cross references
ଯିରିମିୟ 35:2
ହେ ଯିରିମିୟ, ତୁମ୍ଭେ ରେଖବୀଯ ବଂଶ ନିକଟକୁ ୟାଇ ସମାନଙ୍କେୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସମାନଙ୍କେୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।
ଯୋହନଲିଖିତ ସୁସମାଚାର 4:31
ସ୍ତ୍ରୀଲୋକଟି ନଗର ରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଅନୁ ରୋଧ କଲେ, ଗୁରୁ କିଛି ଭୋଜନ କରନ୍ତୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:10
ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।