Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:9 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:9 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରୀବ। କିନ୍ତୁ ପ୍ରକୃତ ରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧ ରେ ଅପବାଦ ମୁଁ ଶୁଣିଛି। ସହେି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସମାନେେ ପ୍ରକୃତ ଯିହୂଦୀ ନୁହଁନ୍ତି। ସମାନେେ ଶୟତାନର ଦଳର ଲୋକ।

Cross references

ମାଥିଉଲିଖିତ ସୁସମାଚାର 4:10

ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

ଲୂକଲିଖିତ ସୁସମାଚାର 4:18

ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ

ଲୂକଲିଖିତ ସୁସମାଚାର 6:20

ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,

ଲୂକଲିଖିତ ସୁସମାଚାର 12:21

ଯେଉଁଲୋକ କବଳେ ନିଜ ପାଇଁ ଅନକେ ପଦାର୍ଥ ସାଇତି କରି ରେଖ, ତା ହେ ପ୍ରତି ଏହିଭଳି ଘଟିବ। ପରମେଶ୍ବରଙ୍କ ଦୃଷ୍ଟି ରେ ସହେିଲୋକ ଆଦୌ ଧନୀ ନୁହେଁ।'

ଲୂକଲିଖିତ ସୁସମାଚାର 22:65

ଲୋକମାନେ ଯୀଶୁଙ୍କୁ ଅନକେ କଦର୍ୟ୍ଯ କଥା କହିବାକୁ ଲାଗିଲେ।

ଯୋହନଲିଖିତ ସୁସମାଚାର 16:33

ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:22

ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:11

ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।

ରୋମୀୟଙ୍କ ପ୍ରତି ପତ୍ର 2:17

ତୁମ୍ଭ ବିଷୟ ରେ କଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ଯବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ଅଛ।

ରୋମୀୟଙ୍କ ପ୍ରତି ପତ୍ର 2:28

ଜଣେ କବଳେ ଶରୀର ରେ ଯିହୂଦୀ, କିନ୍ତୁ ପ୍ରକୃତ ରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କବଳେ ବାହାର ଶରୀର ରେ ନୁହେଁ।

ରୋମୀୟଙ୍କ ପ୍ରତି ପତ୍ର 5:3

ଆମ୍ଭମାନେେ ଆମ୍ଭର କ୍ଲେଶଗୁଡ଼ିକ ଥାଇ ମଧ୍ଯ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ର୍ଧୈୟ୍ଯବାନ କରାଏ।

ରୋମୀୟଙ୍କ ପ୍ରତି ପତ୍ର 8:35

ଖ୍ରୀଷ୍ଟଙ୍କର ପ୍ ରମେ ଠାରୁ ଆମ୍ଭକୁ କିଏ କ'ଣ ଅଲଗା କରି ପା ରେ? ନା! କଷ୍ଟ କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ?ନା! ସମସ୍ଯା ବା ତାଡନା କ'ଣ ଖ୍ରୀଷ୍ଟଙ୍କର ଶତୃମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା! ଯଦି ଆମ୍ଭ ପାଖ ରେ ଖାଦ୍ୟ ବା ଲୁଗାପଟା ନାହିଁ, ତା ହେଲେ ତାହା କ'ଣ ଖ୍ରୀଷ୍ଟଙ୍କର ପ୍ ରମରେୁ ଆମ୍ଭକୁ ଅଲଗା କରିପା ରେ? ନା! ବିପଦ ବା ମୁତ୍ଯୁ ହେଉନା କାହିଁକି ତାହା କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା!

ରୋମୀୟଙ୍କ ପ୍ରତି ପତ୍ର 9:6

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ବର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବଲେି ନୁହେଁ, କାରଣ ଇଶ୍ରାୟେଲର କବଳେ ଅଳ୍ପ କିଛି ଲୋକ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ଲୋକ।

Interlinear

Choose Theme