ସମୟ ଥିଲା, ଯେତବେେଳେ ଏଗୁଡ଼ିକ ମାେ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହତେୁ ସଗେୁଡ଼ିକର କିଛି ମୂଲ୍ଯ ନାହିଁ।
Cross references
ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।
ସହେି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।
ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।
ମନୁଷ୍ଯର ଧନ ତାହାର ପ୍ରାଣର ପ୍ରାଯଶ୍ଚିତ ସ୍ବରୂପ। ମାତ୍ର ଦରିଦ୍ ରେଲାକ ଧମକ ଶୁଣେ ନାହିଁ।
ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।
ଅନ୍ବଷେଣ କରିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି।ରଖିବାର ସମୟ ଅଛି ଓ ପକାଇବାର ମଧ୍ଯ ସମୟ ଅଛି।
ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।
ଯଦି ଜଣେ ଲୋକ ନିଜ ଆତ୍ମାକୁ ହ ରଇେ ସାରା ସଂସାର ପାଏ, ତବେେ ସେଥି ରେ ତାହାର କି ଲାଭ ହବେ? ନିଜର ଆତ୍ମାକୁ ଥରେ ହ ରଇେ ପୁଣି ଥରେ କିଣିବା ପାଇଁ କହେି କବେେ ହେଲେ । ୟଥେଷ୍ଟ ଧନ ଦଇେ ପାରିବନାହିଁ।
ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା ଚାଦରଟି ଫିଙ୍ଗି ଦଲୋ ଓ ଡଇେଁ ପଡିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।
ସହେିଭଳି ତୁମ୍ଭମାନେେ ସମସ୍ତେ ପ୍ରଥମେ ଯୋଜନା କରିବ। ତୁମ୍ଭମାନେେ ମାେତେ ଅନୁସରଣ କରିବାକୁ ଚାହିଁଲେ ତୁମ୍ଭମାନଙ୍କର ପ୍ରେତ୍ୟକକ ବିଷୟ ତ୍ଯାଗ କରିବ। ତୁମ୍ଭମାନେେ ଯଦି ତାହା କରି ନପାରିବ, ତବେେ ମାରେ ଶିଷ୍ଯ ହାଇେ ପାରିବନାହିଁ।
ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।
ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହବେନାହିଁ। ଯଦି କୌଣସି ଲୋକ ବିଲ ରେ ଥିବ, ତବେେ ସେ ଘରକୁ ଫରେି ପାରିବନାହିଁ।
ତହିଁ ଆରଦିନ ସମାନେେ ଝଡ଼ ପ୍ରବଳ ବଗେ ରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ର ରେ ପକଇେ ଦେଲେ।
ଆମ୍ଭେ ୟଥେଷ୍ଟ ପରିମାଣ ରେ ଖାଇବା ପରେ ଜାହାଜ ରେ ଥିବା ଗହମକୁ ସମାନେେ ସମୁଦ୍ର ରେ ଫିଙ୍ଗି ଦେଲେ, ୟଦ୍ବାରା ଜାହାଜ ହାଲୁକା ହାଇଗେଲା।
ଆମ୍ଲଭମାଲନ ଯିହୂଦୀ ରୂଲପ ଜନ୍ମସହାଇଛୁ, ଏବଂ ଆମ୍ଲଭମାଲନ ପାପୀ ଅଣଯିହୂଦୀମାନଙ୍କ ପରିସନାହୁଁ।
ଶୁଣ ! ମୁଁ ପାଉଲ କହୁଛି, ଯଦି ତୁମ୍ଭମାନେେ ସୁନ୍ନତ ହାଇେ ବ୍ଯବସ୍ଥା ନିକଟକୁ ଫରେି ୟିବ, ତା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହବେେ ନାହିଁ।
ଯଦିଓ ମୁଁ ନିଜ ଶକ୍ତି ରେ ବିଶ୍ବାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ବାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ବାସ କରିବାର ତା'ର କାରଣ ଅଛି, ତା ହେଲେ ମୁଁ କହିବି ଯେ ତା' ଅପେକ୍ଷା ମାରେ ନିଜ ଉପରେ ବିଶ୍ବାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍।
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।