ଯେ ହତେୁ ତୁମ୍ଭର ସର୍ବଦା ଭବିଷ୍ଯତ ଅଛି, ତୁମ୍ଭର ଭରସା ଉଚ୍ଛନ୍ନ ହବେ ନାହିଁ।
Cross references
େ ବେଳବେଳେ ଏହା ଜଣାପଡ଼େ ୟେ ପରମେଶ୍ବର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ୟାଆନ୍ତି। ଏହାର ଅର୍ଥ ନୁହେଁ ୟେ ସହେି ଗରିବ ବ୍ଯକ୍ତିମାନଙ୍କର କୌଣସି ଆଶା ନ ଥାଏ। କନ୍ତୁ ପରମେଶ୍ବର ସର୍ବଦା ସମାନଙ୍କେୁ ଭୁଲନ୍ତି ନାହିଁ।
ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।
ଠିକ୍ ସହେିପରି ଭାବରେ ଜ୍ଞାନ ତୁମ୍ଭମାନଙ୍କର ପ୍ରାଣ ପାଇଁ ମହୁପରି ଅଟେ। ଯଦି ତୁମ୍ଭେ ଜ୍ଞାନ ଆହରଣ କର, ତବେେ ତୁମ୍ଭର ଭବିଷ୍ଯତ୍ ରହିବ ଏବଂ ତୁମ୍ଭର ଆଶା କବେେ ଶଷେ ହବେ ନାହିଁ।
ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ଯତ୍ ନାହିଁ। ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାୟିବ।
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।
କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।