Home Bibles ☰ Books ହଗୟ 2:12 · ଓଡ଼ିଆ ବାଇବେଲ
ହଗୟ 2:12 · ଓଡ଼ିଆ ବାଇବେଲ

ମନକରେ ଜଣେ ମନୁଷ୍ଯ କିଛି ମାଂସ ତା'ର ପୋଷାକର ଭାଙ୍ଗ ରେ ନିଏ। ଏହା ପବିତ୍ର ହବେ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶଷେ। କ'ଣ ସହେି ସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତଲେ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତବେେ ସେ ସବୁ କ'ଣ ପବିତ୍ର ହାଇଯେିବ?

Cross references

ଯାତ୍ରା ପୁସ୍ତକ 29:37

ସାତଦିନ ୟାଏ ୟଜ୍ଞବଦେୀକୁ ପ୍ରସ୍ତୁତ କର। ଏହିପରି ୟଜ୍ଞବଦେୀଟି ଅତି ପବିତ୍ର ହବେ। ଯାହା କିଛି ୟଜ୍ଞବଦେୀକୁ ସ୍ପର୍ଶ କରେ ନିଶ୍ଚଯ ସେସବୁ ପବିତ୍ର ହବେ।

ଲେବୀୟ ପୁସ୍ତକ 6:27

ଯେ କହେି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହବେ,

ଲେବୀୟ ପୁସ୍ତକ 6:29

ଯାଜକ ପରିବାରରୁ ଯେ କୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।

ଲେବୀୟ ପୁସ୍ତକ 7:6

ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।

ଦିତୀୟ ବିବରଣ 33:10

ସମାନେେ ୟାକକ୍ସ୍ଟବଙ୍କକ୍ସ୍ଟ ତୁମ୍ଭର ଶିକ୍ଷା ଓ ଇଶ୍ରାୟେଲ ରେ ତୁମ୍ଭର ବ୍ଯବସ୍ଥା ଶିଖାଇବେ। ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଧୂପକାଠି ଓ ତକ୍ସ୍ଟମ୍ଭ ୟଜ୍ଞବଦେୀ ଉପରେ ହାମବେଳି ରଖିବେ।

ଉପଦେଶକ 10:1

କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।

ଯିହିଜିକଲ 44:19

ପୁଣି ସମାନେେ ବାହାର ପ୍ରାଙ୍ଗଣ ରେ ଲୋକମାନଙ୍କ ନିକଟକୁ ୟିବା ପୂର୍ବରୁ, ସମାନେେ ଉପାସନା ସମୟରେ ବ୍ଯବହୃତ ବସ୍ତ୍ର କାଢ଼ି ଦବୋ ଉଚିତ୍ ଏବଂ ପବିତ୍ର କଠାେରୀ ରେ ସଗେୁଡ଼ିକୁ ରଖିବେ। ଲୋକମାନେ ଯେପରି ସହେି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସମାନେେ ଅନ୍ୟ ବସ୍ତ୍ର ପରିଧାନ କରିବେ।

ମାଥିଉଲିଖିତ ସୁସମାଚାର 23:19

ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।

Interlinear

Choose Theme