Home Bibles ☰ Books ଯାତ୍ରା ପୁସ୍ତକ 29:37 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:37 · ଓଡ଼ିଆ ବାଇବେଲ

ସାତଦିନ ୟାଏ ୟଜ୍ଞବଦେୀକୁ ପ୍ରସ୍ତୁତ କର। ଏହିପରି ୟଜ୍ଞବଦେୀଟି ଅତି ପବିତ୍ର ହବେ। ଯାହା କିଛି ୟଜ୍ଞବଦେୀକୁ ସ୍ପର୍ଶ କରେ ନିଶ୍ଚଯ ସେସବୁ ପବିତ୍ର ହବେ।

Cross references

ଯାତ୍ରା ପୁସ୍ତକ 30:28

ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।

ଯାତ୍ରା ପୁସ୍ତକ 30:29

ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।

ଯାତ୍ରା ପୁସ୍ତକ 40:10

ଆଉ ହୋମବଦେୀ ଓ ତହିଁର ସକଳ ସାମଗ୍ରୀ ଅଭିଷକେ କରି ଉତ୍ସର୍ଗିତ କର। ତହିଁରେ ସହେି ୟଜ୍ଞବଦେୀ ଅତ୍ଯନ୍ତ ପବିତ୍ର ହବେ।

ଲେବୀୟ ପୁସ୍ତକ 6:11

ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।

ଦିତୀୟ ବଂଶାବଳୀ 7:9

ଅଷ୍ଟମ ଦିନ ରେ ସମାନେେ ଏକ ପବିତ୍ର ସଭା କଲେ, କାରଣ ସମାନେେ ସାତଦିନ ୟଜ୍ଞବଦେୀକୁ ଉତ୍ସର୍ଗ କରିବା ରେ କଟାଇଲେ। ଆଉ ସମାନେେ ସାତଦିନ ପର୍ୟ୍ଯନ୍ତ ଭୋଜି ଉତ୍ସବ ପାଳନ କଲେ।

ଯିହିଜିକଲ 43:20

ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।

ଯିହିଜିକଲ 43:25

ସାତଦିନ ପର୍ୟ୍ଯନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭମାନେେ ଉଭୟ ଏକ ନିଖୁଣ ୟୁବା ବୃଷଭ ଏବଂ ଏକ ନିଖୁଣ ମଷେଛୁଆ ଉତ୍ସର୍ଗ କରିବ।

ଦାନିଏଲ 9:24

ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

ମାଥିଉଲିଖିତ ସୁସମାଚାର 23:17

ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

ମାଥିଉଲିଖିତ ସୁସମାଚାର 23:19

ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।

Interlinear

Choose Theme