ଯେ କହେି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହବେ,
Cross references
ସାତଦିନ ୟାଏ ୟଜ୍ଞବଦେୀକୁ ପ୍ରସ୍ତୁତ କର। ଏହିପରି ୟଜ୍ଞବଦେୀଟି ଅତି ପବିତ୍ର ହବେ। ଯାହା କିଛି ୟଜ୍ଞବଦେୀକୁ ସ୍ପର୍ଶ କରେ ନିଶ୍ଚଯ ସେସବୁ ପବିତ୍ର ହବେ।
ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।
ହାରୋଣଙ୍କ ସନ୍ତାନଗଣଙ୍କ ମଧ୍ଯରୁ ପ୍ରେତ୍ୟକକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନବୈେଦ୍ଯ ସମାନେେ ଗ୍ରହଣ କରିବେ ଏକ ବିଧି ହବେ। ଯାହା କିଛି ଜିନିଷଗୁଡିକ ଏହାକୁ ସ୍ପର୍ଶ କରିବ ପବିତ୍ର ହବେ।
ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ଯ ଉପରେ ପଡିଲେ ତାହା ଅଶୁଚି ହବେ। ଯଦି ସହେି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡିଲେ ତାହା ଜଳ ରେ ଧୂଆୟିବା ଉଚିତ୍। ଆଉ ତାହା ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ତା'ପରେ ଶୁଚି ହବେ।
ମନକରେ ଜଣେ ମନୁଷ୍ଯ କିଛି ମାଂସ ତା'ର ପୋଷାକର ଭାଙ୍ଗ ରେ ନିଏ। ଏହା ପବିତ୍ର ହବେ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶଷେ। କ'ଣ ସହେି ସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତଲେ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତବେେ ସେ ସବୁ କ'ଣ ପବିତ୍ର ହାଇଯେିବ?
ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।
ଲୋକମାନେ ଯୀଶୁଙ୍କୁ ଅନୁ ରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହାଇଯୋଆନ୍ତି, ସେଥିପାଇଁ ସେ ସମାନଙ୍କେୁ ତାହାଙ୍କୁ ବସ୍ତ୍ରର ଧାରଟି କବଳେ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସମାନେେ ସମସ୍ତେ ସୁସ୍ତ ହାଇଗେଲେ।
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।
ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।