ବାବିଲ ସୈନ୍ଯମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସମାନଙ୍କେ ପାଇଁ ଉପହାସର ପାତ୍ର ହବେେ। ସମାନେେ ସୁଦୃଢ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସମାନେେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସହେିସବୁ ନଗରକୁ କରାଯତ କରିବେ।
Cross references
ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।
ତା'ପରେ ସମାନେେ ରାଜାଙ୍କୁ ଧରି ରିବ୍ଲା ରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସମାନେେ ତାଙ୍କୁ ଦଣ୍ତ ଦବୋକୁ ସ୍ଥିର କଲେ।
ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହାୟୋଦାରକୀମ୍ଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହାପରେ ନବୂଖଦ୍ନିତ୍ସର ରାଜା ଯିହାୟୋଦାରକୀମଙ୍କୁ ବାବିଲକୁ ନଇଗେଲେ।
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।
ଲୋକମାନେ ତୁମ୍ଭକୁ ଚାହିଁବେ ଓ ତୁମ୍ଭ ବିଷଯ ରେ ଚିନ୍ତା କରିବେ। ସମାନେେ ଦେଖିବେ ତୁମ୍ଭମାନେେ ମୃତ ସଦୃଶ ପଡ଼ି ରହୁଛ। ଏବଂ କହିବେ, ଏହା କ'ଣ ? ସମାନେେ ସହେି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ଯର ଦୁଃଖର କାରଣ ହାଇେଥିଲେ।
ସଦାପ୍ରଭୁ ଏହା କହିଲେ,
ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।
ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁ ୟିରୁଶାଲମ ବିଷଯ ରେ ଏହି କଥା କହନ୍ତି। ଶତ୍ରୁସୈନ୍ଯ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସମାନେେ ପ୍ରାଚୀର ଉପ ରେ ସିଡ଼ି ନିର୍ମାଣ କରି ଖଡ୍ଗ ରେ ନଗର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ।
ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।