ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁ ୟିରୁଶାଲମ ବିଷଯ ରେ ଏହି କଥା କହନ୍ତି। ଶତ୍ରୁସୈନ୍ଯ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସମାନେେ ପ୍ରାଚୀର ଉପ ରେ ସିଡ଼ି ନିର୍ମାଣ କରି ଖଡ୍ଗ ରେ ନଗର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ।
Cross references
କିନ୍ତୁ ତୁମ୍ଭମାନେେ ଫଳ ନଫଳକ୍ସ୍ଟଥିବା ବୃକ୍ଷମାନଙ୍କୁ କାଟି ପାରିବ। ସେଥି ରେ ତୁମ୍ଭମାନେେ ୟକ୍ସ୍ଟଦ୍ଧାସ୍ତ୍ର ନିର୍ମାଣ କରି ସହେି ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବ। ସହେି ନଗର ପତନ ପର୍ୟ୍ଯନ୍ତ ତୁମ୍ଭେ ଏହିପରି କରିବ।
ତୁମ୍ଭମାନେେ ୟିରୁଶାଲମସ୍ଥ ଗୃହଗୁଡ଼ିକୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।
ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।
ଏବଂ ସଗେୁଡ଼ିକୁ ସୈନ୍ଯ ରେ ବେଷ୍ଟିତ କର, ତାହା ବିରୁଦ୍ଧ ରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧ ରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧ ରେ ଛାଉଣୀ ସ୍ଥାପନ କର ଓ ଚତୁର୍ଦ୍ଦିଗ ରେ ପ୍ରାଚୀର ଭଦକେ ୟନ୍ତ୍ର ସ୍ଥାପନ କର।
ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍ବ ରେ ପ୍ରାଚୀର ନିର୍ମାଣ କରିବ।
ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ଯାଗଣଙ୍କୁ ହତ୍ଯା କରିବ ( େଛାଟ ସହର ରେ)। ସେ ତୁମ୍ଭ ବିରୁଦ୍ଧ ରେ ଅପରାଧ କାର୍ୟ୍ଯ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧ ରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧ ରେ ଢ଼ାଲ ଉଠାଇବ।
ବାବିଲ ସୈନ୍ଯମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସମାନଙ୍କେ ପାଇଁ ଉପହାସର ପାତ୍ର ହବେେ। ସମାନେେ ସୁଦୃଢ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସମାନେେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସହେିସବୁ ନଗରକୁ କରାଯତ କରିବେ।