ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।
Cross references
ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିଯମ ଲଙ୍ଘନର ପ୍ରତିଫଳ ହବେ। ତୁମ୍ଭମାନେେ ନଗର ମଧିଅରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭମାନେେ ଶତୃ ହସ୍ତ ରେ ସମର୍ପିତ ହବେ।
ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।
ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।
ପୁଣି ମୁଁ ଚତୁର୍ଦ୍ଦିଗ ରେ ତୁମ୍ଭ ବିରୁଦ୍ଧ ରେ ଛାଉଣୀ ସ୍ଥାପନ କରିବି। ତୁମ୍ଭ ବିପକ୍ଷ ରେ ଗଡ଼ ସୃଷ୍ଟି କରିବି ଯେ କି ତୁମ୍ଭକୁ ବେଷ୍ଟନ କରିବ ଓ ତୁମ୍ଭ ପ୍ରତିକୂଳ ରେ ତାହା ତୁମ୍ଭକୁ ଅନୁରୋଧ କରିବ।
ଯାକୁବକୁ ଲୁଣ୍ଠିତ ହବୋ ପାଇଁ ଇଶ୍ରାୟେଲକୁ ଅପହରଣ କରିବା ପାଇଁ କିଏ ଅପହରଣକାରୀଙ୍କ ହସ୍ତ ରେ ସମର୍ପଣ କଲେ ? ଏସବୁ ସଦାପ୍ରଭୁ ହିଁ କରାଇଲେ। କାରଣ ଆମ୍ଭମାନେେ ତାଙ୍କ ବିରୁଦ୍ଧ ରେ ପାପ କରିଅଛୁ ଓ ତାଙ୍କ ଦର୍ଶିତ ପଥରେ ଗମନ କରି ନାହୁଁ। ଇଶ୍ରାୟେଲର ଲୋକମାନେ ମଧ୍ଯ ତାଙ୍କ ବାକ୍ଯ ଶୁଣି ନାହାଁନ୍ତି।
ସମାନେେ ଶସ୍ଯକ୍ଷେତ୍ର ଜଗୁଆଳି ସଦୃଶ ୟିରୁଶାଲମକୁ ଚାରିଆଡ଼େ ଘରେି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସମାନେେ ଆମ୍ଭର ବିଦ୍ରୋହାଚାରିଣୀ ହାଇେଅଛନ୍ତି।
ମଷେପାଳକମାନେ ଆପଣା ଆପଣା ପଲ ସଙ୍ଗ ରେ ନଇେ ତାହା ପାଖକୁ ଆସିବେ, ସମାନେେ ତାହା ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ। ପ୍ରେତ୍ୟକକ ନିଜ ନିଜ ସ୍ଥାନ ରେ ପଲ ଚରାଇବେ।
ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।
ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।
ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।
ନଗରର ଏକ ସ୍ଥାନ ଭଗ୍ନ ହବୋରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ଦ୍ବାରପଥ ଦଇେ ପଳାଇଲେ। ସେ ସମୟରେ କଲଦୀଯମାନେ ନଗରର ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ଘରେି ରହିଥିଲେ। ସମାନେେ ପ୍ରାନ୍ତର ଆଡ଼କୁ ପଳାଯନ କଲେ।
ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍ବ ରେ ପ୍ରାଚୀର ନିର୍ମାଣ କରିବ।
ମୁଁ ସମ୍ପୂର୍ଣ୍ଣରୂପେ ସହେି ସହର ଧ୍ବଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ୟ୍ଯନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତ ରେ ମୁଁ ଏହାକୁ ଦବେି।
ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।
ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।