Home Bibles ☰ Books ହବକକୂକ 1:9 · ଓଡ଼ିଆ ବାଇବେଲ
ହବକକୂକ 1:9 · ଓଡ଼ିଆ ବାଇବେଲ

ସମାନେେ କବଳେ ୟୁଦ୍ଧ କରିବାକୁ ଗ୍ଭହାଁନ୍ତି। ସମାନଙ୍କେର ସୈନ୍ଯମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି।

Cross references

ଆଦି ପୁସ୍ତକ 41:49

ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

ଦିତୀୟ ବିବରଣ 28:51

ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।

ବିଚାରକର୍ତାମାନଙ୍କ ବିବରଣ 7:12

ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।

ଆୟୁବ ପୁସ୍ତକ 29:18

ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।

ଗୀତସଂହିତା 139:18

ତୁମ୍ଭେ ୟାହା କିଛି ଜାଣ, ସେ ସବୁକୁ ୟଦି ମୁଁ ଗଣିପାରୁଥା'ନ୍ତି, ତା' ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହବେ, କିନ୍ତୁ ୟଦି ମୁଁ ତାହା ଗଣିପାରିବି, ତା' ହେଲେ ମୁଁ ତୁମ୍ଭକୁ ଏପର୍ୟ୍ଯନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା'ନ୍ତି।

ଯିଶାଇୟ 27:8

ସଦାପ୍ରଭୁ ଇଶ୍ରାୟେଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀଯ ବାଯୁ ଦିନ ରେ ନିଜର ପ୍ରବଳ ବାଯୁଦ୍ବାରା ସ୍ଥାନାନ୍ତରିତ କରିବେ।

ଯିରିମିୟ 4:7

ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।

ଯିରିମିୟ 4:11

ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।

ଯିରିମିୟ 5:15

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

ଯିରିମିୟ 15:8

ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 34:22

ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସମାନଙ୍କେୁ ଆମ୍ଭର ଆଜ୍ଞା ରେ' ଏହି 'ନଗରକୁ ଅଣାଇବା। ତହିଁରେ ସମାନେେ ନଗର ବିରୁଦ୍ଧ ରେ ୟୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନି ରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ଯ କରି ଧ୍ବଂସ ସ୍ତୁପ ରେ ପରିରତ କରିବା।

ଯିହିଜିକଲ 17:10

ଆଉ ସହେି ଦ୍ରାକ୍ଷାଲତା ରୋପିତ କ୍ଷେତ୍ର ରେ କ'ଣ ବୃଦ୍ଧି ପାଇବ ? ପୂର୍ବୀଯ ବାଯୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣରୂପେ ଶୁଷ୍କ ହାଇଯେିବ। ବଢ଼ିବା କିଆରୀ ରେ ତାହା ଶୁଷ୍କ ହାଇୟିବେ।

Interlinear

Choose Theme