Home Bibles ☰ Books ଆଦି ପୁସ୍ତକ 8:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 8:7 · ଓଡ଼ିଆ ବାଇବେଲ

ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।

Cross references

ଲେବୀୟ ପୁସ୍ତକ 11:15

ପୁଣି ସମସ୍ତ ପ୍ରକାର ଡାମରା କାଉ।

ପ୍ରଥମ ରାଜାବଳୀ 17:4

ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।

ପ୍ରଥମ ରାଜାବଳୀ 17:6

ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।

ଆୟୁବ ପୁସ୍ତକ 38:41

କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ।

ଗୀତସଂହିତା 147:9

ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି।

Interlinear

Choose Theme