ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।
Cross references
ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।
ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ବାହାରି ଗଲେ ଓ ପଥ ମଧିଅରେ ସହେି ଶବ ପଡିଥିବାର ଦେଖିଲେ। ଶବ ନିକଟରେ ସହେି ଗଧ ଓ ସିଂହ ଛିଡା ହାଇେଥିଲେ। ସିଂହ ଶବଟିକୁ ଖାଇ ନଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନଥିଲା।
ସୀଦୋନର ସାରିଫତ୍କୁ ୟାଇ ସଠାେରେ ବାସ କର। ସଠାେରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦଇେଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।
ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।
ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ।
କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
କିଏ ଡ଼ାମରା କାଉକୁ ଖାଦ୍ୟ ଯୋଗଇ ଦିଏ। ଯେତବେେଳେ ତା'ର ଶାବକମାନେ ପରମେଶ୍ବରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ।
ଏ ପୃଥିବୀର ପ୍ରେତ୍ୟକକ ବ୍ଯକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
ପରମେଶ୍ବର ପଶୁମାନଙ୍କୁ ଆହାର ଦିଅନ୍ତି। ସେ ପକ୍ଷୀ ଶାବକମାନଙ୍କୁ ମଧ୍ଯ ଆହାର ଦିଅନ୍ତି, ୟାହା ପାଇଁ ସମାନେେ ଚିତ୍କାର କରନ୍ତି।
ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।
ଯେତବେେଳେ ୟୂନସ ମାଛର ପାକସ୍ଥଳୀ ରେ ଥିଲା, ସେ ସେତବେେଳେ ତାଙ୍କର ସଦାପ୍ରଭୁଙ୍କୁ ପ୍ରାର୍ଥନା କରି ଡାକିଲା।
ଯୀଶୁ ଉତ୍ତର ରେ କହିଲେ, ଶାସ୍ତ୍ର ରେ ଏହା ଲଖାେଅଛି, 'ମଣିଷକୁ କବଳେ ଖାଦ୍ୟ ରେ ବଞ୍ଚିବ ନାହିଁ, କିନ୍ତୁ ତା'ର ଜୀବନ ପରମେଶ୍ବରଙ୍କ ମହଁରୁ ବାହାରି ଥିବା ପ୍ରେତ୍ୟକକ ବାକ୍ଯ ରେ ହିଁ ବଞ୍ଚିବ।' ଦ୍ବିତୀୟ ବିବରଣ 8:3
ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।