ଆଦି ପୁସ୍ତକ 8:6 · ଓଡ଼ିଆ ବାଇବେଲ
ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।
Cross references
ଆଦି ପୁସ୍ତକ 6:16
ଉପରୁ ଏକ ହାତ ଛାଡ଼ି ଝରକା କରିବ। ସହେି ଜାରାଜର ପାଶର୍ବ ରେ ଗୋଟିଏ ଦ୍ବାର ରହିବ। ଆଉ ତହିଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚଟାଣ ବନାଇବ।
ଦାନିଏଲ 6:10
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।