Home Bibles ☰ Books ଲେବୀୟ ପୁସ୍ତକ 11:15 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:15 · ଓଡ଼ିଆ ବାଇବେଲ

ପୁଣି ସମସ୍ତ ପ୍ରକାର ଡାମରା କାଉ।

Cross references

ଆଦି ପୁସ୍ତକ 8:7

ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସହେି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ୟ୍ଯନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା।

ପ୍ରଥମ ରାଜାବଳୀ 17:4

ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।

ପ୍ରଥମ ରାଜାବଳୀ 17:6

ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।

ହିତୋପଦେଶ 30:17

ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

ଲୂକଲିଖିତ ସୁସମାଚାର 12:24

ପକ୍ଷୀଗୁଡିକୁ ଦେଖ। ସମାନେେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖ ରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ବର ସମାନଙ୍କେୁ ଖାଇବାକୁ ଦଇେଥାନ୍ତି। ତୁମ୍ଭମାନେେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ଯବାନ।

Interlinear

Choose Theme