ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।
Cross references
ସର୍ବୋପରିସ୍ଥ ପରମେଶ୍ବର ଧନ୍ଯ ହୁଅନ୍ତୁ ୟିଏ ତୁମ୍ଭର ଶତୃଗଣଙ୍କୁ ତୁମ୍ଭ ହସ୍ତ ରେ ଦେଲେ।
ଏହାପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ଯସକଳ ଆମ୍ଭକୁ ଦିଅ।
ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ସ୍ଥାପନ କରିବି। ଏହା ପରମେଶ୍ବରଙ୍କର ଏକ ପବିତ୍ରସ୍ଥାନ ହବେ। ଆଉ ତୁମ୍ଭେ ଯାହା ସବୁ ମାେତେ ଦବେ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ଯ ଦବେି।
ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।
ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।
ଭୂମିର ଶସ୍ଯ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ଯର ଦଶମାଂଶ ସଦାପ୍ରଭୁଙ୍କର ହବେ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
ପୁଣି ଗୋମଷୋଦି ପଲରୁ ଦଶମାଂଶ ଯାଜକ ନବେ। ପ୍ରତି ଦଶଟି ରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
ପୁଣି ଇଶ୍ରାୟେଲର ଲୋକମାନେ ଯେଉଁ ଏକ ଦଶମାଂଶ ଦବେେ, ଲବେୀ ଗୋଷ୍ଠୀର ଏହା ଉପ ଭୋଗ କରିବେ, ସମାଗମ ତମ୍ବୁ ସମ୍ବନ୍ଧୀଯ ସବୋକାର୍ୟ୍ଯ ପାଇଁ ପରିଶାଧେ ରେ ମୁଁ ଏହା ଲବେୀୟମାନଙ୍କୁ ଦଲେି।
ପ୍ରେତ୍ୟକକ ବର୍ଷ ଆପଣା କ୍ଷେତ୍ରରକ୍ସ୍ଟ ଉତ୍ପନ୍ନ ଶସ୍ଯର ଦଶମାଂଶ ସାଇତି ରଖିବ।
ତୃତୀୟ ବର୍ଷ ରେ ଅର୍ଥାତ୍ ଦଶମାଂଶ ବର୍ଷ ରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ଯ ଆଦିର ଦଶମାଂଶ ଦବୋର ସମାଲ୍ଗ କଲାପରେ ତୁମ୍ଭମାନେେ ଲବେୀୟକକ୍ସ୍ଟ, ବିଦେଶୀକି, ପିତୃହୀନକକ୍ସ୍ଟ ଓ ବିଧବାକକ୍ସ୍ଟ ତାହା ହବେ। ତହିଁରେ ସମାନେେ ତକ୍ସ୍ଟମ୍ଭ ନଗରଦ୍ବାର ମଧିଅରେ ଭୋଜନ କରି ତୃଲ୍ଗ ହବେେ।
ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନଇେ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦବେ।
ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।
ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।