ପ୍ରେତ୍ୟକକ ବର୍ଷ ଆପଣା କ୍ଷେତ୍ରରକ୍ସ୍ଟ ଉତ୍ପନ୍ନ ଶସ୍ଯର ଦଶମାଂଶ ସାଇତି ରଖିବ।
Cross references
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।
ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
ଭୂମିର ଶସ୍ଯ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ଯର ଦଶମାଂଶ ସଦାପ୍ରଭୁଙ୍କର ହବେ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
ପୁଣି ଇଶ୍ରାୟେଲର ଲୋକମାନେ ଯେଉଁ ଏକ ଦଶମାଂଶ ଦବେେ, ଲବେୀ ଗୋଷ୍ଠୀର ଏହା ଉପ ଭୋଗ କରିବେ, ସମାଗମ ତମ୍ବୁ ସମ୍ବନ୍ଧୀଯ ସବୋକାର୍ୟ୍ଯ ପାଇଁ ପରିଶାଧେ ରେ ମୁଁ ଏହା ଲବେୀୟମାନଙ୍କୁ ଦଲେି।
ପୁଣି ତୁମ୍ଭମାନେେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନ ରେ ତାହା ଭୋଜନ କରିବ। କାରଣ ତାହା ସମାଗମ ତମ୍ବୁ ରେ କରିଥିବା ସବୋକାର୍ୟ୍ଯର ପୁରସ୍କାର ଅଟେ।
ତୁମ୍ଭମାନେେ ସହେି ସ୍ଥାନକକ୍ସ୍ଟ ନିଜ ନିଜ ହାମବେଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀଯ ଉପହାର ନିଜ ନିଜ ମାନତ ଦ୍ରବ୍ଯ, ସ୍ବେଛାଦତ ନବୈେଦ୍ଯ ଓ ନିଜ ନିଜ ପଶକ୍ସ୍ଟ ପଲର ପ୍ରଥମଜାତ ସମସ୍ତଙ୍କକ୍ସ୍ଟ ଆଣିବ।
କେତକେ ଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ ଯେଉଁଠା ରେ ତୁମ୍ଭମାନେେ ବାସ କରିବ, ସଗେକ୍ସ୍ଟଡିକ ହେଲା, ଯଥା:ଆପଣା ଶସ୍ଯର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମଷୋଦିର ପ୍ରଥମଜାତ କିମ୍ବା ତକ୍ସ୍ଟମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ଯ କିଅବା ତକ୍ସ୍ଟମ୍ଭ ସ୍ବେଛାଦତ୍ତ ନବୈେଦ୍ଯ, କି ତକ୍ସ୍ଟମ୍ଭ ହସ୍ତର ଉତ୍ତୋଳନୀଯ ଉପହାର।
ତୃତୀୟ ବର୍ଷ ରେ ଅର୍ଥାତ୍ ଦଶମାଂଶ ବର୍ଷ ରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ଯ ଆଦିର ଦଶମାଂଶ ଦବୋର ସମାଲ୍ଗ କଲାପରେ ତୁମ୍ଭମାନେେ ଲବେୀୟକକ୍ସ୍ଟ, ବିଦେଶୀକି, ପିତୃହୀନକକ୍ସ୍ଟ ଓ ବିଧବାକକ୍ସ୍ଟ ତାହା ହବେ। ତହିଁରେ ସମାନେେ ତକ୍ସ୍ଟମ୍ଭ ନଗରଦ୍ବାର ମଧିଅରେ ଭୋଜନ କରି ତୃଲ୍ଗ ହବେେ।
ଏବଂ ଆମ୍ଭମାନେେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର କୋଠରିକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ଯର ଏକ ଦଶମାଂଶ ଲବେୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସହେି ଲବେୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗର ରେ ଏକ ଦଶମାଂଶ ଆଦାଯ କରନ୍ତି।
ମାତ୍ର ଲବେୀୟମାନେ ଦଶମାଂଶ ଆଦାଯ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲବେୀୟମାନଙ୍କ ସଙ୍ଗେ ରହିବ। ଆଉ ଲବେୀୟମାନେ ପରମେଶ୍ବରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।