ପୁଣି ଗୋମଷୋଦି ପଲରୁ ଦଶମାଂଶ ଯାଜକ ନବେ। ପ୍ରତି ଦଶଟି ରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
Cross references
ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ସ୍ଥାପନ କରିବି। ଏହା ପରମେଶ୍ବରଙ୍କର ଏକ ପବିତ୍ରସ୍ଥାନ ହବେ। ଆଉ ତୁମ୍ଭେ ଯାହା ସବୁ ମାେତେ ଦବେ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ଯ ଦବେି।
ପୁଣି ଇଶ୍ରାୟେଲର ଲୋକମାନେ ଯେଉଁ ଏକ ଦଶମାଂଶ ଦବେେ, ଲବେୀ ଗୋଷ୍ଠୀର ଏହା ଉପ ଭୋଗ କରିବେ, ସମାଗମ ତମ୍ବୁ ସମ୍ବନ୍ଧୀଯ ସବୋକାର୍ୟ୍ଯ ପାଇଁ ପରିଶାଧେ ରେ ମୁଁ ଏହା ଲବେୀୟମାନଙ୍କୁ ଦଲେି।
ସଦାପ୍ରଭୁ କହନ୍ତି, ପାର୍ବତୀଯ ଦେଶର ନଗର ସମୂହ ରେ, ନିମ୍ନଭୂମିର ନଗରମାନଙ୍କ ରେ, ଦକ୍ଷିଣଦିଗସ୍ଥ ସକଳ ନଗର ରେ, ବିନ୍ଯାମୀନ ଦେଶ ରେ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳ ରେ ଓ ଯିହୁଦାର ନଗରମାନଙ୍କ ରେ ଲୋକମାନେ ସମାନଙ୍କେର ମଷେପଲଙ୍କୁ ଗଣନା କରିବେ।
ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନ ରେ ଆବଦ୍ଧ କରିବୁ।
ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।