ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନଇେ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦବେ।
Cross references
ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।
ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'
ତା'ପ ରେ ରାଜା ନବୂଖଦ୍ନିତ୍ସର ଅସ୍ପନସ୍କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସବୋ ରେ ଜଣେ ନଫୁସକାଧିପତି ଥିଲେ। ରାଜା କେତକେ ଇଶ୍ରାୟେଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖଦନି୍ତ୍ସର କବଳେ ମହତ୍ବପୂର୍ଣ୍ଣ ପରିବାରରୁ ୟିହୁଦି ଲୋକମାନଙ୍କୁ ଓ ଇଶ୍ରାୟେଲ ବଂଶରୁ ରାଜାମାନଙ୍କୁ ଚାହିଁଲେ।
ପୁଣି ସହେି ନଫୁସକାଧିପତି ଅସ୍ପନସ୍ ଯିହୁଦାର ୟୁବକମାନଙ୍କୁ ନୂଆ ବାବିଲୀଯ ନାମ ଦେଲେ। ସେ ଦାନିୟେଲଙ୍କୁ ବଲେଟ୍ଶତ୍ସର, ହନାନିଯଙ୍କୁ ଶଦ୍ରକ୍, ମୀଶାଯଲଙ୍କେୁ ମୈଶକ ଓ ଅସରିଯଙ୍କୁ ଅବେଦ୍-ନଗୋ ନାମ ଦେଲେ।
ରାଜା ତିନିବର୍ଷ ରେ ସମାନେେ ତାଲିମପ୍ରାପ୍ତ ହବେେ ବୋଲି ଇଚ୍ଛା କରିଥିଲେ। ତାହା ଶଷେ ହେଲାପ ରେ ନଫୁସକାଧିପତି ସମାନଙ୍କେୁ ନବୂଖଦ୍ନିତ୍ସର ସମ୍ମଖକୁ ଆଣିଲା।