ଏହାପରେ ତୁମ୍ଭେ ଆଉ କିଛି ଲୋକଙ୍କୁ ବାଛ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରନ୍ତୁ। ଏହିସବୁ ସୁର୍ଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶଷ୍ଯର ଏକ ପଞ୍ଚମାଂଶ ଖାଦ୍ୟ ଦବେେ।
Cross references
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।
ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
ସେତବେେଳେ ମାଶାେ ସନୋପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କୋର୍ଧ କଲେ। ଯେଉଁମାନେ ୟୁଦ୍ଧ କ୍ଷେତ୍ରରୁ ଫରେି ଆସିଥିଲେ।
ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାଶର୍ବରୁ ବାମପାଶର୍ବ ପର୍ୟ୍ଯନ୍ତ ୟଜ୍ଞବଦେୀ ଓ ରାଜାଙ୍କ ଚତୁଃପାଶର୍ବ ରେ ହସ୍ତ ରେ ଅସ୍ତ୍ର ଧରି ଠିଆ ହାଇେ ରହିଲେ।
ଲୋକମାନେ ଅତି ବିଶ୍ବସ୍ତଭାବରେ କାର୍ୟ୍ଯ କରୁଥିଲେ। ସମାନଙ୍କେର ତଦାରଖକାରୀମାନେ ଥିଲେ ୟହତ୍ ଓ ଓବଦିଯ। ୟହତ୍ ଓ ଓବଦିଯ ଲବେୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିଯ ଓ ମଶୁଲ୍ଲମ୍। ସମାନେେ କହାତ୍ ବଂଶର ଥିଲେ।
ସିଖ୍ରିର ପୁତ୍ର ଯାୟେଲ ସମାନଙ୍କେର ମୁଖ୍ଯ ଥିଲେ। ହସନଯାର ପୁତ୍ର ଯିହୁଦା ନଗରର ଦ୍ବିତୀୟ ଶାସକ ଥିଲେ।
ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।
ପ୍ରଭୁ ସହେି ଲୋକମାନଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରନ୍ତି। ସେ ସମାନଙ୍କେୁ ଶକ୍ତି ପ୍ରଦାନ କରନ୍ତି। ଯେତବେେଳେ ସମାନେେ ଅତ୍ଯନ୍ତ ଭୋକିଲା ଥାନ୍ତି।
ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।
ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନଇେଥିବା ପ୍ରେତ୍ୟକକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଚାରିଲେ, 'ମାେ ମାଲିକଙ୍କୁ ତୁମ୍ଭର କେତେ ଦବୋକୁ ଅଛି?'