Home Bibles ଗଣନା ପୁସ୍ତକ 1:28 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 1:28 · ଓଡ଼ିଆ ବାଇବେଲ

ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ

Cross references

ଆଦି ପୁସ୍ତକ 30:18

ଲୟୋ କହିଲା, ମୁଁ ସ୍ବାମୀ ପାଇଁ ଆପଣା ଦାସୀକୁ ଦଇେଥିଲି, ପରମେଶ୍ବର ତାହାର ବର୍ତ୍ତନ ମାେତେ ଦଇେଛନ୍ତି। ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲା।

ଆଦି ପୁସ୍ତକ 46:13

ଇଷାଖର ପୁତ୍ର: ତାେଲୟ, ପୂଯ, ୟୋବ ଓ ଶିମ୍ରୋନ୍।

ଆଦି ପୁସ୍ତକ 49:14

ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।

ଗଣନା ପୁସ୍ତକ 2:5

ଯିହୁଦା ଗୋଷ୍ଠୀର ପାଖ ରେ ଇଷାଖର ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ଜୁଆର ପୁତ୍ର ନେଥନିଯଲ, ଇଷାଖର ଲୋକମାନଙ୍କର ଅଧିପତି ହବେ।

ଗଣନା ପୁସ୍ତକ 23:23

କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'

ଗଣନା ପୁସ୍ତକ 26:23

ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।

Interlinear

Choose Theme