ପ୍ରଥମ ବଂଶାବଳୀ 7:1 · ଓଡ଼ିଆ ବାଇବେଲ
ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍।
Cross references
ଆଦି ପୁସ୍ତକ 46:13
ଇଷାଖର ପୁତ୍ର: ତାେଲୟ, ପୂଯ, ୟୋବ ଓ ଶିମ୍ରୋନ୍।
ଗଣନା ପୁସ୍ତକ 26:23
ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।