Cross references
ଆଦି ପୁସ୍ତକ 30:19
ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଷଷ୍ଠ ସନ୍ତାନକୁ ନ୍ମ ଦଲୋ।
ଆଦି ପୁସ୍ତକ 49:13
ସବୂଲୂନ୍ ସମୁଦ୍ର କୂଳ ରେ ବାସ କରିବ। ସେ ଜାହାଜର ଆଶ୍ରିତ ହବେ। ପୁଣି ସୀଦୋନ ପର୍ୟ୍ଯନ୍ତ ତାହାର ଅଧିକାର ସୀମା ହବେ।
ଗଣନା ପୁସ୍ତକ 1:9
ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ।
ଗଣନା ପୁସ୍ତକ 1:30
ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ଗଣନା ପୁସ୍ତକ 26:26
ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ।
ଦିତୀୟ ବିବରଣ 33:18
ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।
ପ୍ରଥମ ବଂଶାବଳୀ 2:1
ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ