Home Bibles ଆଦି ପୁସ୍ତକ 42:9 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:9 · ଓଡ଼ିଆ ବାଇବେଲ

ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।

Cross references

ଆଦି ପୁସ୍ତକ 37:5

ଥରେ ଯୋଷଫେ ଏକ ସ୍ବପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥି ରେ ସମାନେେ ଯୋଷଫେକୁ ଅଧିକ ଘୃଣା କଲେ।

ଆଦି ପୁସ୍ତକ 37:11

ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।

ଆଦି ପୁସ୍ତକ 42:16

ମୁଁ ତୁମ୍ଭମାନଙ୍କ ମଧ୍ଯରୁ ଜଣକୁ ଛାଡ଼ିବି ସେ ୟାଇ ତୁମ୍ଭର ସାନ ଭାଇକୁ ଏଠାକୁ ନଇେ ଆସିବ। ସେ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ବନ୍ଦୀଶାଳା ରେ ରହିବ। ମୁଁ ଦେଖିବି ତୁମ୍ଭମାନେେ ସତ କହୁଛ ନା ତୁମ୍ଭମାନେେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦଇେ ଶପଥ କରୁଛୁ।

ଆଦି ପୁସ୍ତକ 42:30

ସମାନେେ କହିଲେ, ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର।

ଆଦି ପୁସ୍ତକ 42:34

ଏହାପରେ ତୁମ୍ଭର ସାନଭାଇକୁ ମାେ ପାଖକୁ ଆଣ, ତବେେ ମୁଁ ଜାଣିବି ଯେ ତୁମ୍ଭମାନେେ ସାଧୁଲୋକ। ଯଦି ତୁମ୍ଭମାନେ ସତ୍ଯ କହୁଥାଅ ତବେେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫରୋଇ ଦବେି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦବେି ଓ ତୁମ୍ଭମାନଙ୍କୁ ମାେ ଦେଶରୁ ଶସ୍ଯ କ୍ରଯ ପାଇଁ ମୁକ୍ତି କରି ଦବେି।'

ଯାତ୍ରା ପୁସ୍ତକ 32:35

ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରୀ ତିଆରି କରିବାକୁ କହିଥିଲେ।

ଗଣନା ପୁସ୍ତକ 13:2

ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।

ଗଣନା ପୁସ୍ତକ 13:16

ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।

ଯିହୋଶୂୟ 2:1

ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।

ଯିହୋଶୂୟ 6:23

ତେଣୁ ସେ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚର ଗୃହ ମଧ୍ଯକକ୍ସ୍ଟ ପ୍ରବେଶ କଲେ ଏବଂ ରାହବକକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ମଧ୍ଯ ରାହବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥବା ସମସ୍ତ ଲୋକମାନଙ୍କୁ ବାହାରକକ୍ସ୍ଟ ଆଣିଲେ। ଏବଂ ସମାନଙ୍କେୁ ଇଶ୍ରାୟେଲର ଛାଉଣୀ ବାହା ରେ ନରାପଦ ରେ ରଖିଲେ।

ବିଚାରକର୍ତାମାନଙ୍କ ବିବରଣ 1:24

ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।

ପ୍ରଥମ ଶାମୁୟେଲ 26:4

ଦାଉଦ ଗକ୍ସ୍ଟଲ୍ଗଚର ପଠାଇ ନିଶ୍ଚଯ ଆସିଛନ୍ତି ବୋଲି ଜାଣିଲେ।

ଲୂକଲିଖିତ ସୁସମାଚାର 20:20

ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।

ଏବ୍ରୀ 11:31

ନିଜର ବିଶ୍ବାସ ଦ୍ବାରା, ରାହବ ନାମ୍ନୀ ବେଶ୍ଯା, ଇଶ୍ରାୟେଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ବାଗତ କଲା, ଓ ସମାନଙ୍କେୁ ସାହାୟ୍ଯ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସମାନଙ୍କେ ସହିତ ମୃତ ହେଲା ନାହିଁ।

Interlinear

Choose Theme